ସୋର : ସୋର ପୌରପାଳିକା ଅନ୍ତର୍ଗତ କମରପୁରସ୍ଥ ଅନ୍ନପୂର୍ଣ୍ଣା ମିଲ ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଘର ଗ୍ରିଲ ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରି ହୋଇଥିବା ଦେଖାଯାଇଛି... Read More
ବାଲେଶ୍ୱର
ମିଶନ ଶକ୍ତି ମା’ ମାନଙ୍କ ଦ୍ବାରା ପରିଚାଳିତ ସୋରିଷ କ୍ଷେତ ବୁଲି ଦେଖିବା ସହ ବିଭିନ୍ନ ଉପକରଣ ବଣ୍ଟନ ବାଲେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବାଲେଶ୍ବର ଜିଲାକୁ ଦୁଇ... Read More
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଶାଳିକୋଠାସ୍ଥିତ ବାଗିଶ୍ୱରୀ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇ ଯାଇଛି । ଉଦ୍ଯାପନୀ ସଭାରେ ବିଦ୍ୟାଳୟର... Read More
ସୋର : ସୋର ବ୍ଲକ ସରଶଂଖ ଜଗନ୍ନାଥ ମନ୍ଦିରର ବଡ଼ ପଣ୍ଡା ତଥା ରାଜ୍ୟପାଳ ପୁରସ୍କୃତ ଆଦର୍ଶ ଶିକ୍ଷକ ରାଧାକାନ୍ତ ପଣ୍ଡାଙ୍କର ଗତକାଲି ରାତିରେ ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି... Read More
ସୋର : ସୋର ପୌରପରିଷଦ ଅନ୍ତର୍ଗତ ଈଶ୍ୱରପୁରସ୍ଥିତ କାଲାମ ଆବାସିକ ଉଚ୍ଚ ମା୍ମମିକ ବିଦ୍ୟାଳୟର ବାର୍ଷକ ଉତ୍ସବ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀମାନ ଶ୍ରୀଚନ୍ଦନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାକ୍ତନ ପ୍ରା୍ମାପକ... Read More
ଵାଲେଶ୍ୱେର : ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସ୍ବର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସକୁ ସମର୍ପଣ ଦିବସ ଭାବେ ପାଳିତ ହୋଇଯାଇଛି। ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ... Read More
ନୀଳଗିରି : ନୀଳଗିରି ଯୁବ ମହୋତ୍ସବ (ୟୁଥ୍ ଫେଷ୍ଟ) ରାଜନୀତିରୁ ଉର୍ଦ୍ଧ୍ୱରେ ଉଠି ଯୁବ ପ୍ରତିଭାଙ୍କୁ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି । ଗତବର୍ଷରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଚଳିତବର୍ଷ ନୀଳଗିରି... Read More
ବାଲେଶ୍ବର : ଆଜିର ଯୁବପିଢ଼ି ପ୍ରେମର ସପ୍ତାହକୁ ଓୟସର ସହ ପାଳନ କରୁଥିଲା ବେଳେ ଏକ ନିଆରା ଢ଼ଙ୍ଗରେ ଚକଲେଟ୍ ଡେ ପାଳନ କଲେ ଯୁବ ସମାଜସେବୀ ସାନୁ କୁମାର ଶାସମଲ । ମୋତିଗଞ୍ଜ... Read More
ଦେଶର ବିଭିନ୍ନ ପ୍ରାନ୍ତରରୁ ଶିଳ୍ପୀଙ୍କ ସମ୍ମେଳନ ଜଳେଶ୍ୱର : କଳା, ସଂସ୍କୃତି, ଭାଷ୍କର୍ଯ୍ୟ ଜଣେ ଶିଳ୍ପୀକୁ ଅମର କରିବା ସହିତ ତାର ଜନ୍ମମାଟିକୁ ପବିତ୍ର କରି ସମଗ୍ର ବିଶ୍ୱରେ ପରିଚିତ କରିଥାଏ ବୋଲି ବୁଧବାର... Read More
ବାଲେଶ୍ଵର : ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥ ଅମର୍ଦ୍ଦାରୋଡ଼ ବାଇପାସ ନିକଟରୁ ପ୍ରାୟ ୧ କୋଟି ଟଙ୍କାର ଅଫିମ ଜବତ କରିଛି ବସ୍ତା ଅବକାରୀ ବିଭାଗ । ବାଲେଶ୍ଵର ଜିଲା ବସ୍ତା... Read More
