ବାଲେଶ୍ୱର

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଜାମୁନା ଅଞ୍ଚଳରେ ଥିବା ଷ୍ଟେଟ ବ୍ୟାଙ୍କ ଡକାୟତିର ମୁଖ୍ୟ ଅଭିଯୁକ୍ତ ଗିରଫ । ସୋର ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ... Read More
ନୀଳଗିରି : ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ଠାରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ଗୋପାଳପୁର ଅଞ୍ଚଳର ୧୦୧୪ ସଦସ୍ୟ ବିଶିଷ୍ଟ ନାଗରିକ ମଞ୍ଚ ୬୭ଜଣ ସଦସ୍ୟ ପୀଠର ବସ୍‌ଷ୍ଟାଣ୍ଡ ଏବଂ... Read More
ନୀଳଗିରି : ନୀଳଗିରି ବ୍ଲକ ଭଉଁରିଆବାଡ଼ ବ୍ରାଞ୍ଚ ପୋଷ୍ଟ ଅଫିସକୁ ସବ୍‌-ପୋଷ୍ଟ ଅଫିସ ମାନ୍ୟତା ଦେଇ ଅଯୋଧ୍ୟା ଗାଁରେ ମୁଖ୍ୟ ଶାଖା ଖୋଲିବା ସହ ଅଯୋଧ୍ୟା ସବ୍‌-ପୋଷ୍ଟ ଅଫିସ ନାମରେ ନାମିତ କରିବାକୁ ବାଲେଶ୍ୱର... Read More
ବସ୍ତା : ବାଲେଶ୍ୱର ଜିଲା ବସ୍ତା ତହସିଲରେ ନୂତନ ତହସିଲଦାର ଭାବେ ବାଲେଶ୍ୱରର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ ମଙ୍ଗଳବାର ଯୋଗଦାନ କରିଛନ୍ତି । ଏଠାରେ ଥିବା ତହସିଲଦାର କାର୍ତ୍ତିକ କୁମାର ଦାଶ କଟକ... Read More
ନୀଳଗିରି : ମୁଁ ବଞ୍ôଚଛି । ମୋତେ ବଞ୍ôଚବାକୁ ଦିଅନ୍ତୁ ବିଡିଓ ମହୋଦୟ । ଏହିଭଳି ଏକ ବେଦନା ଭରା ଦରଖାସ୍ତକୁ ନେଇ ନୀଳଗିରି ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି ୮୩ବର୍ଷୀୟ ଜଣେ ବୃଦ୍ଧ... Read More
ବାଲିଆପାଳ : ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ମାର୍ଚ୍ଚ ୧୫ରେ ଷ୍ଟ୍ୟାରିଂ ଛାଡ଼ ଆନ୍ଦୋଳନର ଡାକରାକୁ ସଫଳ କରିବା ପାଇଁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଶାଖା ପକ୍ଷରୁ ଦକ୍ଷିଣ ବାଲିଆପାଳର ଡଗରା ବେଳାଭୂମିରେ... Read More
ଔପଦା : ଔପଦାରୁ ରଙ୍ଗାମାଠିଆ ପର୍ଯ୍ୟନ୍ତ ନିର୍ମାଣଧୀନ ଆରଡ଼ି ରାସ୍ତାର କଲରାପାଳ ଗ୍ରାମ ଠାରୁ ପାଟପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ବନ୍ଦ ଥିବାରୁ ସ୍ଥାନୀୟ ଗ୍ରାମର ମହିଳାମାନେ ରାସ୍ତା ସହ ଡ୍ରେନ ନିର୍ମାଣ... Read More
ଜଳେଶ୍ୱର : ବାଲେଶ୍ଵର ଜିଲା ଜଳେଶ୍ଵର ଥାନା ଅଧୀନ ପଥରପୁରା ଅଞ୍ଚଳର ମାଲଗୋଦାମ ସାହିରୁ ୨୬୯ଗ୍ରାମ ବ୍ରାଉନ ସୁଗାର ଜବତ। ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ହେବ ବୋଲି... Read More
ନୀଳଗିରି : ଗତ ୨୯ ତାରିଖ ଦିନ ଇଲେକ୍ଟ୍ରି ସରଞ୍ଜାମ ଚୋରି କରି ଜଣେ ଗିରଫ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ମିତ୍ରପୁର ସେକ୍ସନ ଅଫିସ ଅଧିନସ୍ଥ କାଂଶ ପଂଚାୟତ ଅଫିସ ପାଖରେ... Read More
ନୀଳଗିରି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ପ୍ରକାଶନ ପରେ ଉକ୍ତ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀଙ୍କ ନାମ ନ ଥିବା ବେଳେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ରହିଅଛି ।... Read More

Categories