Jajpur

ଯାଜପୁର : ସାରା ରାଜ୍ୟରେ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ୱର ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଚ୍ଥି । ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟର ଓସ୍ୱାନ କକ୍ଷରେ... Read More
ଯାଜପୁର: ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଭାବେ ଦୁଃଖବନ୍ଧୁ ନାୟକ ଯୋଗଦାନ କରିଚ୍ଥନ୍ତି । ଶ୍ରୀ ନାୟକ କାର୍ଯ୍ୟାଳୟରେ ପହଞ୍ଚିବା ସହ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ... Read More
ଯାଜପୁର : ସଞ୍ଚୟ ଏକ ଭଲ ଅଭ୍ୟାସ । ଚ୍ଥୋଟ ଚ୍ଥୋଟ ସଞ୍ଚୟ ବଡ ବଡ କାମରେ ବେଶ୍ ସହାୟକ ହୋଇଥାଏ । ସ୍ୱଳ୍ପ ସଞ୍ଚୟ ପକ୍ଷ ପାଳନ ଅବସରରେ ଯାଜପୁର ଜିଲ୍ଳ୍‌ା ପ୍ରଶାସନ... Read More
ଯାଜପୁର : କୁଆଖିଆ-କୟାଁଗୋଲା ୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ କାଟିଆ ଛକ ରାସ୍ତାରେ ମିନିଟ୍ରକ (୪୦୭) ଓ ସ୍ୱିଫ୍ଟ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ଯୋଗୁ ୨ଆହତ ହୋଇଥିବା ଜଣାଯାଇଛି ।... Read More
ଯାଜପୁର : ଡ଼ଃ ପ୍ରଭଞ୍ଜନ ପତିଙ୍କ ଲିଖିତ ବିଶିଷ୍ଠ ସାହିତ୍ୟିକ, ଅତିବଡ଼ି ସମ୍ମାନରେ ଭୂଷିତ ଅଚ୍ୟୁତାନନ୍ଦ ପତିଙ୍କ କଥା ସାହିତ୍ୟ ଦୃଷ୍ଟି ଓ ଦିଗ୍ ବଳୟ ପୁସ୍ତକ ରବିବାର ଦିନ ପୁର୍ବାହ୍ନରେ ବିରଜା ସରକାରୀ... Read More
ଯାଜପୁର : ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଗାରଡ଼େଶ୍ୱର ଗ୍ରାମର ବରିଷ୍ଠ ସମାଜସେବୀ ବିଜୟ କୁମାର ମିଶ୍ରଙ୍କ ସହଧର୍ମିଣୀ ତଥା ଧର୍ମପ୍ରାଣା ମହିଳା ରାଧାମଣୀ ମିଶ୍ରଙ୍କ ୭୨ବର୍ଷ ବୟସରେ ହୃଦ୍‌ଘାତ ଯୋଗୁ ପରଲୋକ ହୋଇଛି... Read More
ଯାଜପୁର : ଦଶରଥପୁର ବ୍ଲକ ବଉଳେଶ୍ୱର ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୧୭ଟି ବିଦ୍ୟାଳୟର ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀମାନେ ଯ୍ଧେଜ୍ଞ ଦେଇଥିଲେ ।... Read More
ଯାଜପୁର : ଅଜଣାଗାଡ଼ି ଧକ୍କାରେ ଦଶରଥପୁରବ୍ଲକ ଦୁଦୁରାଅନ୍ତା ପଞ୍ଚାୟତ ସରପଞ୍ଚ ଅପର୍ଣ୍ଣା ସେଠୀ ଗୁରୁତରଭାବେ ଆହତ ହୋଇଥିବାବେଳେ ତାଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ରଶ୍ମିରଞ୍ଜନ ସେଠୀ ଆହତ ହୋଇଛନ୍ତି । ସୂଚନା ମୁତାବକ... Read More
ଯାଜପୁର : ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ ବାଲିପଦା ଗ୍ରାମ ପ୍ରଫୁଲ୍ଲ ସାହୁଙ୍କ ଗାଧୁଆ ଘର ନିକଟରୁ ଗୋଟିଏ ୫ଫୁଟ୍ ଲମ୍ବର ନାଗସାପକୁ ସ୍ନେକ୍‌ହେଲ୍ପଲାଇନ୍ ଦ୍ୱାରା ଉଦ୍ଧାର କରାଯାଇଛି । ସୂଚନା ମୁତାବକ ନାଗସାପଟି... Read More
ଯାଜପୁର: ଯାଜପୁର ଜିଲା କୋରେଇ ଥାନା ଚାରଦା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ବାଣ ଫୁଟାଇବା ସମୟରେ ବିସ୍ଫୋରଣରେ ଶିଶୁର ମୃତ୍ୟୁ । ସୂଚନା ଯେ, ଚାରଦା ଗ୍ରାମର ରାଜୁ ମଲିକ ଗତ ସୋମବାର... Read More

Categories