ଯାଜପୁର : ମଙ୍ଗଳପୁର ପଞ୍ଚାୟତ ମଙ୍ଗଳପୁର ସାଇ ମନ୍ଦିର ନିକଟରେ କାଶିନାଥ ରାଉତଙ୍କ ପୁଅ ପ୍ରତାପ ରାଉତ ଓରଫ ମଣ୍ଟି(୩୨)ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଘର ଫ୍ୟାନରେ ବେକରେ ଏକ... Read More
Jajpur
ଯାଜପୁର : ଅନନ୍ୟା ସାହିତ୍ୟ ସଂସଦ ଯାଜପୁର ୩୧ତମ ବାର୍ଷିକଉତ୍ସବ ଓ ବିଜୟାମଳିନ କ୍ଷେତ୍ରେଶ୍ୱରୀମା’ବିରଜାଙ୍କ ରଥ ଦାଣ୍ଡ ନିକଟରେ ଉପସଭାପତି ବିଭୂପତି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତହୋଇଯାଇଛି ।ଏହି ବାର୍ଷିକ ଉତ୍ସବକୁ ଅନ୍ୱେଷଣର ସଭାପତି... Read More
ଯାଜପୁର : ଭୁବନେଶ୍ୱର ସାଂସଦ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ଭଦ୍ରକ ଜିଲ୍ଲା ଆରଢ଼ିସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଆଖଣ୍ଡଳମଣୀଙ୍କ ଦର୍ଶନ ପାଇଁ କୁଆଖିଆ-କୟାଁଗୋଲା ୨୦ ନମ୍ବର... Read More
ଯାଜପୁର : ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟରେ ଗାନ୍ଧି ଜୟନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମୁଦୁଳିଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ... Read More
ଯାଜପୁର : ମା’ ବିରଜା ଦେବୀଙ୍କ ଷୋଡଶ ଉପଚାର ପୂଜା ଚାଲିଥିବା ବେଳେ ନଵଦିନାତ୍ମକ ପୂଜା ଚାଲିଛି । ନଵଦିନାତ୍ମକର ଆଜି ହେଉଛି ସପ୍ତମୀ ପୂଜା । ସପ୍ତମୀ ପୂଜାରେ ମା’ଙ୍କ ପାଦ ସ୍ପର୍ଶ... Read More
ଯାଜପୁର : କାଳୀ ପୂଜା ଯାଜପୁର ଜିଲ୍ଳ୍ାରେ ଏକ ଗଣପର୍ବ ହୋଇଥିବାରୁ ତାହାକୁ ଶାନ୍ତି ଶୃଙ୍ଖଳା ଭାବେ ପାଳନ ନିମନ୍ତେ ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଳ୍ାପାଳ ଚକ୍ରୱର୍ତ୍ତି ସିଂହ ରାଠୋରଙ୍କ... Read More
ଯାଜପୁର : ଯାଜପୁର ବିରଜା କ୍ଷେତ୍ର ନିକଟସ୍ଥ ବଡ଼ଦୋଗଡ଼ା ଗ୍ରାମର ଗୋପୀନାଥ ଜୀଉ ପରିସରରେ “ଜୀବନ ଦର୍ଶନ କଥା” ପୁସ୍ତକର ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଯାଇଛି । ନାଟ୍ୟ ମଣ୍ଡପର ଉଦ୍ଘାଟନ... Read More
ଯାଜପୁର : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଯାଜପୁରର ପ୍ରମୁଖ ସ୍ୱାଧୀନତା ଓ ଏତିହ୍ୟ ପୀଠ ଦେବୀଗଡା ଠାରୁ ପବିତ୍ର ମାଟି ଏବଂ ଦଶାଶ୍ୱମେଧ ଘାଟ, ଯାଜପୁରରପୁଣ୍ୟତୋୟା ବୈତରଣୀ ନଦୀରୁ ଜଳ ସଂଗ୍ରହ କରାଯାଇଚ୍ଥି... Read More
ଯାଜପୁର : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ଟୋବର ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସ୍ଥିର ହୋଇଚ୍ଥି । ଅକ୍ଟୋବର ୧୦ତାରିଖ ସୋମବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ, ଅକ୍ଟୋବର ୧୭ତାରିଖ... Read More
ଯାଜପୁର : ଯାଜପୁର ଜିଲ୍ଲାରେ ୧୬୧୯ବୁଥ୍ରେ ଏହାର କାର୍ଯ୍ୟକ୍ରମ ଶୁଭାରମ୍ଭ ଜିଲ୍ଲା କଂଗ୍ରେସ୍ ଅଫିସ୍ରେ କରାଯାଇଥିଲା ଏଥିରେ ଯାଜପୁର ଜିଲ୍ଲା ଯୁବ କଂଗ୍ରେସ୍ ସଭାପତି ସନ୍ତୋଷ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ... Read More
