Jajpur

ଯାଜପୁର : ଯାଜପୁର ବିଧାୟକ ତଥା ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଦ୍ୱର୍ନ୍ଦରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । ଓସିଏ ପକ୍ଷରୁ ଶ୍ରୀ ଦାସଙ୍କ ନାମ... Read More
ଯାଜପୁର : କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁଙ୍କ ପବିତ୍ର ଜନ୍ମ ଦିବସରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଅନନ୍ୟା ସହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଚ୍ଥି । ଏହି କାର୍ଯ୍ୟକ୍ରମରେ... Read More
ଯାଜପୁର : ବାଲ୍ୟ ବିବାହକୁ ପ୍ରତିହତ କରିବାକୁ ଅନେକ ଆଇନ ଓ ବ୍ୟବସ୍ଥା ରହିଥିଲେ ମଧ୍ୟ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବ୍ୟାପକ ସହଯୋଗ ଓ ସଚେତନତାର ଆବଶ୍ୟକତା ରହିଚ୍ଥି ବୋଲି ଜିଲ୍ଲା... Read More
ଯାଜପୁର : କୁଆଖିଆ -କୟାଁଗୋଲା ୨୦ନମ୍ବର ଜାତୀୟରାଜପଥ ପାଶ୍ୱର୍ ଥାଲୁକୁଡ଼ି ଡାକବଙ୍ଗଳା ନିକଟସ୍ଥ ଧନିପୁର ନିକଟରୁ ଜଣେ ଆହତ ଯୁବକଙ୍କୁ ଜୈନିକ ଅଟୋ ଚାଳକ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା... Read More
ଯାଜପୁର : ଓଡିଶା ବିଧାନସଭାର ପରିବେଶ ଗୃହ କମିଟିର ଅଧ୍ୟକ୍ଷ ତଥା ବିରୋଧି ଦଳର ମୁଖ୍ୟ ସଚେତକ ମାନ୍ୟବର ବିଧାୟକ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ପରିବେଶ ଊପ କମିଟି-୨ ର ସଦସ୍ୟମାନେ ଯାଜପୁର... Read More
ଯାଜପୁର : ଜିମିବାଡି ବିବାଦକୁ ନେଇ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ଶୀକାର ହୋଇଥିବା ଯୁବକ ଜଣଙ୍କ ଶଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକସ୍ଥ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା... Read More
ଯାଜପୁର : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଦଶରଥପୁର ବ୍ଲକ ଡାହାଣହତା ପଞ୍ଚାୟତ ଗୋପାଳପୁର ଠାରେ ନୂତନଭାବେ ଏକ ଆରୋଗ୍ୟ ସ୍ୱାସ୍ଥ୍ୟ ଉପ-କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର... Read More
ଯାଜପୁର : ଯାଜପୁର ପ୍ରକଲ୍ପ ନିର୍ଦେଶକ ତଥା ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଓ କୋରେଇ ବ୍ଲକର ସମିତି ସଭ୍ୟ/ସଭ୍ୟାମାନେ ମଙ୍ଗଳବାର ପୂର୍ବାହ୍ନରେ ଦଶରଥପୁର ବ୍ଲକ ପରିଦର୍ଶନରେ ପହଞ୍ôଚଥିଲେ ।... Read More
ଯାଜପୁର : ଦଶରଥପୁର ବ୍ଲକ ଅଧିନସ୍ଥ ମଙ୍ଗଳପୁର ବଜାରରେ ଆଜି କେନ୍ଦ୍ରିୟ ବିକ୍ରୀକର ଓ ଜି.ଏସ୍‌.ଟି କାର୍ଯ୍ୟାଳୟ,ଭୁବନେଶ୍ୱର ପକ୍ଷରୁ ଚଢାଉ କରାଯାଇଥିବାର ଜଣାଯାଇଛି । ମଙ୍ଗଳପୁର ବଜାରରେ ଥିବା ରଡ ଓ ସିମେଣ୍ଟ ବ୍ୟବସାୟୀ... Read More
ଯାଜପୁର : ଦଶରଥପୁର ବ୍ଲକ ସମ୍ମିଳନୀ କକ୍ଷରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ତଥା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଶ୍ୱେତା ସ୍ନିଗ୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମିକ୍ଷା ଶିବିରରେ ବ୍ଲକ ଅଧ୍ୟକ୍ଷ... Read More

Categories