ବାଲେଶ୍ୱର

ବାଲିଆପାଳ : ସୁବର୍ଣ୍ଣରେଖାବନ୍ଦର ପ୍ରାଇଭେଟଲିମିଟେଡ଼ (ଏସ୍‌ପିପିଏଲ୍‌) ପକ୍ଷରୁବାଲେଶ୍ୱରଜିଲ୍ଲାରବନ୍ୟା ପ୍ରଭାବିତ ବାଲିଆପାଳ ଓ ବସ୍ତାବ୍ଲକ୍‌ର ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଇଛି ।ବାଲେଶ୍ୱରଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି କମ୍ପାନୀ ପକ୍ଷରୁ ଏହି ବ୍ଲକ୍‌ଗୁଡ଼ିକର ୧୦ଟି ବନ୍ୟା... Read More
ବାଲେଶ୍ୱର : ବଦଳି ହୋଇ ଅନ୍ୟତ୍ର ଯାଉଥିବା ଟାଉନ ହାଇସ୍କୁଲ ଶିକ୍ଷୟିତ୍ରୀ ନମିତା ମହାପାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୁମତି ରାଉତ ଅଧ୍ୟକ୍ଷତା କରିଥିଲେ... Read More
ବାଲେଶ୍ୱର : ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଅହିଂସା ରଥ’ର ଶୁଭାରମ୍ଭ କରିଥିବା ବେଳେ ଆଜି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ଓଡଙ୍ଗୀ ପଞ୍ଚାୟତରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ... Read More
ବସ୍ତା : ଆଶ୍ଚର୍ଯ୍ୟ ଜନକ ଭାବେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ କେହି ଦୁର୍ବୃତ୍ତ ହତ୍ୟା ଧମକ ଦେବା ନେଇ ଆଲୋଡନ ସୃଷ୍ଟି ହୋଇଛି।ସୁପାରୀ କିଲର ସମେତ ୩ଜଣ କାରରେ ଆସି ତାଙ୍କୁ ହତ୍ୟା... Read More
କଟକ : ଓଡ଼ିଶାରେ ପ୍ରଥମ ଥର ପାଇଁ କଟକ ତେଲେଙ୍ଗା ତେଲପେଣ୍ଠ ସ୍ଥିତ ଏଚସିଜି ପଣ୍ଡା କ୍ୟାନସର ହସପିଟାଲରେ ଅଷ୍ଟିଓସାରକୋମା (ଏକ ପ୍ରକାର କ୍ୟାନସର ଯାହା ଅସ୍ଥିର କୋଷିକା ଗୁଡିକରୁ ଆରମ୍ଭ ହୋଇଥାଏ) ଏହି... Read More
ବାଲେଶ୍ୱର : ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ୱରରୁ ବାହାରିଥିବା ଅହିଂସା ରଥ ଗତକାଲି ମୟୂରଭଞ୍ଜ ଜିଲାର ବିଭିନ୍ନ ସହିଦ୍ ସ୍ମୃତିପୀଠଗୁଡ଼ିକ ପରିକ୍ରମା କରିବାପରେ ୧୩ ତାରିଖ ମଙ୍ଗଳବାର ପୂର୍ବାହ୍ଣ ୮ ଘଟିକାରେ ବାଲେଶ୍ୱର ଜିଲାର... Read More
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ବାଟଗ୍ରାମ ପୋଲ ଠାରେ ପଶ୍ଚିମବଙ୍ଗକୁ ଚୋରାରେ ଚାଲାଣ ହେଉଥିବା ୬ଟି ପଥର ବୋଝେଇ ଡମ୍ପରକୁ ଭୋଗରାଇ ତହସିଲଦାର ଜବତ କରିଛନ୍ତି ।... Read More
ନୀଳଗିରି : ବାଲେଶ୍ୱର ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଚାନକ ନୀଳଗିରି ଗସ୍ତ । କୌଣସି ସୂଚନା ନଦେଇ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ନୀଳଗିରି ଏନ୍‌ଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ... Read More
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ଗ୍ରାମପଞ୍ଚାୟତ ଜାମକୁଣ୍ଡା ଗ୍ରାମର ପ୍ରଫୁଲ୍ଲ ଜେନାଙ୍କ ଧର୍ମପତ୍ନୀ ପ୍ରତିମା (୬୭)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଛି । ଶ୍ରୀମତୀ ଜେନା ମଙ୍ଗଳବାର ଅପରାହ୍ନ ୩ ଟା... Read More
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ଷ୍ଟାର୍ଟ ଅପ୍ ଓଡି଼ଶା ଯାତ୍ରା ୨.୦ର ବୁଟ୍ କ୍ୟାମ୍ପ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ... Read More

Categories