ବାଲେଶ୍ୱର

ବାଲିଆପାଳ : ବାଲିଆପାଳରେ ବୁଧବାର ଅପରାହ୍ନ ୨ଟା ସମୟରେ ଏକ ଭବ୍ୟ ପରିବେଶ ମଧ୍ୟରେ ଅହିଂସା ରଥ ପହଞ୍ôଚଥିଲା । ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ହରିନାମ ସଂକୀର୍ତ୍ତନର ଏକ ଭକ୍ତିମୟ... Read More
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗୁଡ଼ିଖାଳ ଛକ ନିକଟରେ ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକରେ ନିଆଁ ଲାଗିଥିବା ବେଳେ... Read More
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ଅଧିନସ୍ଥ ଖପରାପଦା ବଜାରରେ ଦୀର୍ଘଦିନ ଧରି ଆହତ ହୋଇ ବୁଲୁଥିବା ଏକ ଷଣ୍ଢର ବୁଧବାର ଚିକିତ୍ସା କରଯାଇଛି । ଷଣ୍ଢଟିର ଗୋଡ଼ ଏବଂ ପିଠିରେ... Read More
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ଥାନା ପଣସାପଡ଼ା ଗ୍ରାମର ଗୌରମୋହନ ପାତ୍ର ଓ ତାଙ୍କ ସ୍ତ୍ରୀ ରଚନା ପାତ୍ରଙ୍କର ଗୋଟିଏ ୧୦ବର୍ଷର ନାବାଳିକା ଓ ଗୋଟିଏ ୬ ବର୍ଷ ନାବାଳକ ପୁଅ ।... Read More
ଔପଦା : ଔପଦା ବ୍ଲକ ସଦର ମହକୁମାରେ ଥିବା ବହୁ ପୁରାତନ ଔପଦା ନୋଡ଼ାଲ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସସ୍ମିତା ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ହାଇସ୍କୁଲର ଦୀର୍ଘ ଦିନ... Read More
ବାଲେଶ୍ୱର : ଖନ୍ତାପଡ଼ା ଥାନା ଅନ୍ତର୍ଗତ ବାହାନଗା ବ୍ଲକ ଅଞ୍ଚଳରେ ଶାସକ ବିଜେଡି ଦଳର କର୍ମୀ ମାନେ ଗୁଣ୍ଡାରାଜ ଚଳାଇଛନ୍ତି । ବିଶେଷ କରି ଶାସକ ଦଳର କର୍ମୀମାନେ କଂଗ୍ରେସ ଦଳର ନିର୍ବାଚିତ ଜନପ୍ରତିନିଧି... Read More
ବସ୍ତା : ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ବୁଧୁବାର ବସ୍ତା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ ଗତକାଲି ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଏକ... Read More
ବସ୍ତା : ଭାରତର ରାଷ୍ଟ୍ର ଭାଷା ହିନ୍ଦୀର ମହିମା ମଣ୍ଡନ କରିବା ପାଇଁ ଏବଂ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ସେପ୍ଟେମ୍ବର ୧୪କୁ ସାରା ଦେଶରେ ହିନ୍ଦୀ ଦିବସ ପାଳିତ ହୋଇଆସୁଛି । ଏହି ଉପଲକ୍ଷେ... Read More
ବାଲେଶ୍ୱର : ଏଆଇଡିଏସଓ ଓଡ଼ିଶା ରାଜ୍ୟ କମିଟି ଆହ୍ୱାନ କ୍ରମେ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସାରା ରାଜ୍ୟରେ ପ୍ରତ୍ୟେକ ଜିଲାରେ ବୁଧବାର ପ୍ରତିବାଦ କାର୍ଯକ୍ରମ କରାଯାଇଛି ।... Read More
ବାଲିଆପାଳ : ବାଲିଆପାଳ କଂଗ୍ରେସ ପକ୍ଷରୁ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡ଼ଯାତ୍ରା’କୁ ସଫଳ କରିବା ସହିତ ବାଲିଆପାଳ ବ୍ଲକରେ ତୃଣ ମୂଳରୁ କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ଯୁବ ନେତା... Read More

Categories