କେନ୍ଦୁଝର : ପାଟଣା ତହସିଲ ଅଂଚଳରେ ମେଗା ଇସ୍ପାତ କାରଖାନା କରିବାକୁ ଘୋଷଣା କରିଥିବା ଆର୍ସେଲର ମିତଲକୁ ଘୋର ବିରୋଧ ଯୋଗୁଁ ସେ କେନ୍ଦୁଝର ଜିଲ୍ଲା ଛାଡିଥିଲା । ଏବେ ପାଟଣା ତହସିଲ ଅଂଚଳରେ... Read More
Year: 2023
ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଶୀତତାପ ନିୟନ୍ତ୍ରିତ ଅଡିଟୋରିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଅଡିଟୋରିୟମରେ ଏକ ହଜାର ଲୋକଙ୍କ ପାଇଁ ବସିବା କ୍ଷମତା ରହିଛି। ନୂଆ ଅଡିଟୋରିୟମ... Read More
କଟକ : ମହାମହିମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଆସନ୍ତା ୧୧ରେ କଟକ ଗସ୍ତ କରିବେ । ଏହି ଉପଲକ୍ଷେ ଆବଶ୍ୟକ ଗାଡି ପାଇଁ ଜିଲ୍ଲାପାଳ ଗାଡିମାଲିକମାନଙ୍କୁ ଆଜି କାର୍ଯ୍ୟରେ ଯୋଗଦେବା ପାଇଁ ନୋଟିସ୍ କରିଥିବା... Read More
କଟକ : ଚୈାଧୁରୀବଜାରସ୍ଥିତ ବିଜୁ ଭବନରେ କଟକ ମହାନଗର ନିଗମ(ସିଏମସି) ଓ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରରେ ଯେଭଳି ବେଆଇନ ନିର୍ମାଣ ଓ ଜବର... Read More
କମର୍ସିଆଲ କମ୍ପେ୍ଲକ୍ସ ନଭେମ୍ବର ସୁଦ୍ଧା ଶେଷ ହେବ ୭୦ କୋଟିର ପ୍ରକଳ୍ପ କଟକ : ଚଣ୍ଡିମନ୍ଦିର ବିକାଶ ତଥା ରୂପାନ୍ତରଣ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଖୁବ୍ ଶୀଘ୍ର ସେଠାରେ... Read More
କଟକ : ସହରରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ତୃତୀୟ ପର୍ଯ୍ୟାୟରେ ଚାଲିଥିବା ଉନ୍ନତିକରଣ କାର୍ଯ୍ୟକୁ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ତଦାରଖ କରିଛନ୍ତି । ଆଜି ମଧ୍ୟାହ୍ନରେ କମିଶନର ଶ୍ରୀ... Read More
ସୋର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ କେଶରୀପୁର ପଞ୍ଚାୟତ ଉପରସାହି ଗ୍ରାମରେ ବାର୍ହା ଆତଙ୍କ । ଆଜି ସକାଳେ ଏକ ବାରହା ଆକ୍ରମଣରେ ଗ୍ରାମର ୪ ଜଣ ଆହତ ହୋଇଥିବା ବେଳେ... Read More
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଅସ୍ୱାସ୍ଥ୍ୟକର ଓ ନିକୃଷ୍ଟମାନର ଖାଦ୍ୟ ବିକ୍ରି ରୋକିବା ପାଇଁ ଚାଲିଥିବା ଚଢଉ ଅଭିଯାନରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ପୁରୀଘାଟ ଛକ ଠାରୁ ଚୈାଧୁରୀବଜାର... Read More
ଜଳେଶ୍ୱର : ସୁଗୋ ପଂଚାୟତର ପ୍ରରୟ ୬୧ଜଣ ଯୋଗ୍ୟ ବ୍ୟକ୍ତି ଆବାସ ଯୋଜନାରୁ ବଦ୍ ପଡିଥିବା ଯୋଗୁଁ ସେମାନଙ୍କୁ ସଂଯୁକ୍ତ ଲାଗି ସିଆଇଟିଉର ସଂପାଦକ ପଲ୍ଟୁ ଦାସଙ୍କ ନେତୃତ୍ୱରେ ଜଳେଶ୍ୱର ବ୍ଲକ ସମ୍ମୁଖରେ ଗଣଧାରଣା... Read More
ଜଳେଶ୍ୱର : ଉତ୍ତର ବାଲେଶ୍ୱରର ବିଭିନ୍ନ ସ୍ଥାନରେ ମାଲବୁହା ଗାଡି ଗୁଡିକର ଯାତ୍ରୀ ପରିବହନ ହୋଇ ଆସୁଥିବା ବେଳେ ସୋମବାର ପରିବହନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଫଳରେ ୪ଟି ଗାଡିରୁ ୭୯ହଜାର୩୮୦... Read More
