କେନ୍ଦ୍ରାପଡ଼ା : ଚଳିତବର୍ଷ ଓଡିଶା ସରକାରଙ୍କ ଦ୍ୱାରା କଟକସ୍ଥିତ ବାରବାଟୀ ଷ୍ଟାଡିଅମରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପୁରୁଷ ହକି ବିଶ୍ୱକପ୍ ଉଦଘାଟିତ ହୋଇଯାଇଛି । ସାରା ବିଶ୍ୱରେ ହକି ଖେଳର ଏକ ସ୍ୱତନ୍ତ୍ର କ୍ରେଜ... Read More
Year: 2023
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଉଦ୍ୟମ ସ୍ୱେଛାସେବୀ ସଂଗଠନ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂଗଠନର... Read More
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାରେ ଓଡିଶା ଡିଜିଟାଲ ଘର ନମ୍ବର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଉପଲକ୍ଷେ ନବଯୁଗ ଇନଫୋଟେକର କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ରେବତୀକାନ୍ତ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡା ବ୍ଲକ... Read More
ନୀଳଗିରି : ନୀଳଗିରି ଏନ.ଏସି.ର ୫ମ ଅଧିବେଶନ ନୀଳଗିରି ଏନ.ଏ.ସି.ର ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ଅଧ୍ୟକ୍ଷତାରେ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଅଛି । ଆଜିର ବୈଠକରେ ମୁଖ୍ୟତଃ ଏନ.ଏ.ସି.ର ଆଲୋକିକରଣ, ସୌନ୍ଦର୍ଯ୍ୟକରଣ ସହ ଏନ.ଏ.ସି.ର... Read More
ନୀଳଗିରି : ନୀଳଗିରିସ୍ଥିତ ମାଇଁ ଚାଇଲ୍ଡ ପ୍ଲେ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ନୀଳଗିରି ଏସ.ଡି.ପି.ଓ. ରୀତେଶ କୁମାର ମହାପାତ୍ର ଯୋଗ ଦେଇ ଛୋଟ... Read More
କଟକ : ଗତ ୧୧ ତାରିଖରୁ ନିଖୋଜ ଥିବା ଓଡିଶା ମହିଳା କ୍ରିକେଟ ଦଳର ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ସୁଭାଷି ଜଙ୍ଗଲରୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର... Read More
କଟକ : କସ୍ତୁରବା ଗାନ୍ଧି ରାଷ୍ଟ୍ରୀୟ ସ୍ମାରକନିଧି ଓଡିଶା ଶାଖାର ମୁଖ୍ୟ ସୁଶ୍ରୀ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ଜୀବନବ୍ୟାପୀ ସାଧନା, ତ୍ୟାଗ, ଉତ୍ସର୍ଗ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ ରାଜ କିଶୋର ନାୟକ ସ୍ମୃତି ସମ୍ମାନ... Read More
କଟକ : ଜଣେ ବିବାହିତା ମହିଳାଙ୍କୁ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଧମକ ଦେବା ସହ ୧ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି... Read More
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ଚଳିତ ବର୍ଷ ବିଭିନ୍ନ ସମବାୟ ସମିତିରେ ଚାଷୀମାନଙ୍କଠାରୁ ଧାନ କ୍ରୟ କରାଯାଉଛି । ସରକାରଙ୍କ ନିୟମ ଅନୁସାରେ ଚାଷୀମାନଙ୍କ ଠାରୁ ଏଫ.କ୍ୟୁ. ଧାନ କ୍ରୟ କରାଯିବା... Read More
ତିହିଡ଼ି : ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିବେକାନନ୍ଦ ଜୟନ୍ତୀ ଅବସରରେ ଯୁବ ରେଡ଼କ୍ରସ ଓ ଜାତୀୟ ସେବାସଂସ୍ଥାର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର... Read More
