Year: 2023

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି,... Read More
ଜିଲ୍ଲା ପ୍ରସାଶନର ବ୍ୟାପକ ପ୍ରସ୍ତୁତି ସହ ସାଶକ ଦଳ ନେତାକର୍ମୀ ତତ୍ପର ଫାଇଭ-ଟି ସଚିବଙ୍କ ଗସ୍ତ ପୂର୍ବରୁ ବାରିପଦା ଗସ୍ତ କଲେ ଜିଲ୍ଲାପର୍ଯ୍ୟବେକ୍ଷକ ବବି ଦାସବାରିପଦା : ଫାଇଭ- ଟି ସଚିବ ଭି. କାର୍ତିକେୟନ... Read More
ବାରିପଦା : ଏସୟୁସିଆଇ(ସି) ପକ୍ଷରୁ ବାରିପଦା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶର ଜନସାଧାରଣ କରୋନା ଜନିତ ଆର୍ôଥକ ଦୁରାବସ୍ତାରୁ ଉଦ୍ଧାର ପାଇନଥିବା ବେଳେ ଅତ୍ୟାବଶ୍ୟକ ଜିନିଷପତ୍ରର ଦରବୃଦ୍ଧି... Read More
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡର ଅବ୍ୟବସ୍ଥା ନେଇ ଜନୈକ ରୋଗୀ ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣାରତ । ସୂଚନାଯୋଗ୍ୟ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାପାଇଁ କୋଟି... Read More
କେନ୍ଦ୍ରାପଡ଼ା : ଏକ ସୁସ୍ଥ ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀମାନେ ଶୃଙ୍ଖଳିତ ହେଲେ ସୁସ୍ଥ ସମାଜ ଗଠନ ସହଜ ହୋଇପାରିବ ବୋଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ମଙ୍ଗଳା... Read More
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଜନା କମିଟିର ବୈଠକ ତା: ୦୩.୦୩.୨୦୨୩ ରିଖ ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ ଠାରେ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା... Read More
ଜୟପୁର : ଜୟପୁର ଟାଉନ ପୋଲିସ ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସଦର ଥାନା ଅନ୍ତର୍ଗତ ବ୍ରାହ୍ମୁଣି ଗାଁର ସେଖ ନାଜିର । ପୋଲିସ... Read More
ଜୟପୁର : ଚୋରି ମାମଲାର ପର୍ଦାଫାସ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ହାଟପଦାର ସୁମିତ ଖରା । ପୋଲିସ... Read More
ଜୟପୁର : ଗଞ୍ଜେଇ ଚାଷ କରି ଯୋଗାଇବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଆନ୍ଧ୍ର ପ୍ରଦେଶର ଜାନେରୁ ଗ୍ରାମର କେ ରାବଣା... Read More
କୋରେଇ : ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଅପରାହ୍ନରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଯାଜପୁର ଆରକ୍ôଷ ଅଧିକ୍ଷକ ଭିନିତ ଅଗ୍ରୱାଲ ମୂର୍ତି ଚୋରିର ପର୍ଦାଫାସ କରିଛନ୍ତି । ଗତ କିଛି ଦିନ... Read More

Categories