ନୀଳଗିରି : ନୀଳଗିରି ନବଯୌବନ ଭଜନ ସନ୍ଧ୍ୟା କମିଟିର ନୂତନ କର୍ମକର୍ତ୍ତା ଚୟନ । ଅନୁଷ୍ଠାନର ସଭାପତି ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂର୍ବତନ... Read More
ବାଲେଶ୍ୱର
ବାଲେଶ୍ୱର : ବାଲେଶ୍ୱରର ବାଙ୍ଗରା ସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁଲକୁଲ୍ୟରେ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିରର ଉଦ୍ଘାଟିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଣତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ... Read More
ଔପଦା : ଔପଦା ବ୍ଲକ ସଦର ତଳକିଆ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ପ୍ରତିଯୋଗୀତାକୁ ବିଡିଓ ଅଭିଷେକ ଦାଶ, ବ୍ଲକ ଉପାଧ୍ୟକ୍ଷ ପ୍ରଭାକର ସାହୁ ଉଦ୍ଘାଟନ... Read More
ହଳଦୀପଦା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ବଜାର ରାଇସୁଆଁ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ ସୋମବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର... Read More
ସିମୁଳିଆ : ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଓ ବିଭିନ୍ନ ଅଧିକାରୀ ମଙ୍ଗଳବାର ମଧ୍ୟାହ୍ନରେ ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳର ବିଭିନ୍ନ ସୋରିଷ କ୍ଷେତ ପରିଭ୍ରମ କରିଥିଲେ । ଏହି ଅବସରରେ ବିଭିନ୍ନ... Read More
ବାଲେଶ୍ୱର : ବାଲେଶ୍ୱର ଶୋଭାରାମପୁର ସ୍ଥିତ ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କ୍ରୀଡ଼ା ଉଦ୍ଘାଟିତ ହୋଇଛି । ଉତ୍ସବକୁ ମୁଖ୍ୟ ଅତିଥି ଶୋଭାରାମପୁର କାଉନ୍ସିଲର ଅନୁପମା... Read More
ବାଲେଶ୍ୱର : ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ନୀଳଗିରି ସ୍ଥିତ ବାସଭବନରେ ସାକ୍ଷାତ କଲେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧିଗଣ । ବିଭିନ୍ନ ସମସ୍ୟାରେ କାର୍ଯ୍ୟ କରିଆସୁଥିବା ସମ୍ପର୍କରେ ଆଲୋଚନା କରିବା... Read More
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ପଞ୍ଚାୟତରେ ଥିବା ସେବା ସମବାୟ ସମିତିର ଧାନ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କଲେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ । ଉକ୍ତ... Read More
ବାଲେଶ୍ୱର : ଗୋଚର ଜମିରେ ସରକାରୀ ପ୍ରକଳ୍ପକୁ ବିରୋଧ । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଅନୁଦାନରେ ଗୋଚର ଜମିରେ ହେଉଥିବା ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଛନ୍ତି ବାଲେଶ୍ୱର ଜିଲା ରେମୁଣାର ମନ୍ଦାରପୁର ପଞ୍ଚାୟତବାସୀ... Read More
ବାଲେଶ୍ୱର : ବାଲେଶ୍ୱର ଜିଲାରେ ‘ପଠାନ’ ଚଳଚ୍ଚିତ୍ରକୁ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତ ରକ୍ଷା ମଞ୍ଚ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି... Read More
