ବସ୍ତା : ଆଗାମୀ ନୂଆବର୍ଷ ଠାରୁ ଚାଲିବାକୁ ଥିବା ଜଳେଶ୍ୱର-ପୁରୀ-ଜଳେଶ୍ୱର ମେମୋ ଲୋକାଲକୁ ଗୁରୁବାର ଅପରାହ୍ନ ୫ଟା ୩୦ ମିନିଟ୍ ସମୟରେ ଭୂବନେଶ୍ୱରରୁ ବସ୍ତା ପହଞ୍ôଚବା ପରେ ଭବ୍ୟ ସ୍ୱାଗତ କରାଯାଇଛି । ଟ୍ରେନ୍ରେ... Read More
ବାଲେଶ୍ୱର
ଔପଦା : ଔପଦା ଡିଗ୍ରୀ କଲେଜର ୩୦ତମ ବାର୍ଷିକ ଉତ୍ସବ କଲେଜ ପରିସରରେ ପାଳନ କରାଯାଇଛି । କଲେଜର ଅଧ୍ୟକ୍ଷ ମୋହନ ଚରଣ ସାହୁଙ୍କ ସଭାପତିତ୍ୱରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ମୁଖ୍ୟଅତିଥି... Read More
ବାଲେଶ୍ୱର : ବାଲେଶ୍ୱର ଅଙ୍ଗାରଗଡ଼ିଆ ସ୍ଥିତ ଚିନ୍ମୟ ମିଶନ ପକ୍ଷରୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମିଶନର ସଭାପତି ଡ. କ୍ଷିତୀଶ୍ୱର ଦାସ ସଭାପତିତ୍ୱ କରିଥିଲେ ।... Read More
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ସ୍ଥିତ କାଠସଙ୍ଗଡ଼ା ବାରୁଣୀ ଘାଟ ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ସୋନନଦୀର ମିଳନସ୍ଥଳୀ ତ୍ରିବେଣୀ ତଟରେ ବିଗତ ଶତାବ୍ଦୀର ଓଡ଼ିଶାର ରାଜନୈତିକ ଇତିହାସରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ... Read More
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଯୋଧ୍ୟା ହାଇସ୍କୁଲ ପଡ଼ିଆରେ ଜିଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଶିଶିର ମହାପାତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର... Read More
ଖନ୍ତାପଡ଼ା : ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ସଉଦା ନେଇ ଘରକୁ ଫେରୁଥିବା ବେଳେ ଯୁବକଙ୍କ ମୋବାଇଲ୍ ଛଡ଼ାଇ ନେଇ ହାଣିଲେ ଦୃବୁର୍ତ୍ତ। ଏହାସହିତ ବାଇକରେ ନିଆଁ ମଧ୍ୟ... Read More
ବାଲିଆପାଳ : ବାଲିଆପାଳ ବ୍ଲକ ଜଗତିପୁର ପଞ୍ଚାୟତ ଅଧିନସ୍ଥ ଅଣ ଦେଉଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ବାଲିଆପାଳ ବ୍ଲକ ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ଓ ଓଡିଶା-ମୋ ପରିବାର... Read More
ବାଲେଶ୍ୱର : ଫ୍ୟୁଚର ବାଲେଶ୍ୱର ସଙ୍ଗଠନର ତୃତୀୟ ସ୍ୱନକ୍ଷେତ୍ର ଦିବସ ସଭାପତି ବିଜୟ କୁମାର ପାଣିଗ୍ରାହୀଙ୍କ ପୌରହିତ୍ୟରେ ବୁଧବାର ଚାନ୍ଦିପୁର ବେଳାଭୂମିରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଏହି ଅବସରରେ ଇଂ ସୌମ୍ୟରଞ୍ଜନ... Read More
ବାଲେଶ୍ୱର : ବାଲେଶ୍ୱର ପୌରପାଳିକାର ଏବେ ବାପା ମାଆ ନଥିବା ଭଳି ମନେ ହେଉଛି । ରାଜ୍ୟସରକାର ବର୍ଷାଜଳ ସଂରକ୍ଷଣ ପାଇଁ ୧୫ ୱାର୍ଡର ଶାନ୍ତିକାନନ ନିକଟରେ ଏକ ଜଳ ଅମଳ ପ୍ରକଳ୍ପ ପାଇଁ... Read More
ବାଲେଶ୍ୱର : ଭାଷାଭାରତୀ ଏକାଡେମୀ ପକ୍ଷରୁ ବୁଧବାର ଦିବସବ୍ୟାପୀ ସ୍ଥାନୀୟ ଆତିଥ୍ୟ ଭବନ ସମ୍ମିଳନୀ କକ୍ଷରେ ଭାଷା ଭାରତୀ ପ୍ରତିଭା ସମ୍ମାନ ସମାରୋହ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅପରାହ୍ନରେ ବହୁଭାଷୀ କବିତାପାଠୋତ୍ସବ... Read More
