ସାମଗ୍ରୀ : ପାଳଛତୁ -୨୫୦ ଗ୍ରାମ୍କଅଁଳ ସାରୁପତ୍ର-୩ଟିସୋରିଷ-୨ ଚାମଚଜିରା-୧ ଚାମଚଲଙ୍କା-୩ଟିରସୁଣ-୫-୬ କୋଲାସୋରିଷ ତେଲ-୧ ଚାମଚଲୁଣ- ସ୍ୱାଦ ଅନୁସାରେଆମ୍ବୁଲ ଛୋଟ କଟା-୧ ଚେବୁଲ-ଚାମଚ କିମ୍ବା ଦହି-୧ କପ୍ହଳଦି-ଟିପେକଞ୍ଚାଲଙ୍କା କଟା-୩ଟି ପ୍ରଣାଳୀ : ଛତୁକୁ ବାଛି ସଫା... Read More
Recipe
ସାମଗ୍ରୀ : ମଟନ, ଆଦା ରସୁଣ ଛେଚା, କଟା କଞ୍ଚା ଲଙ୍କା, କଟା ଧଣିଆ ପତ୍ର, କଟା ପିଆଜ, ହଳଦୀ, ଲୁଣ, ଲଙ୍କାଗୁଣ୍ଡ, ସୁଖିଲା ଲଙ୍କା, ଡାଲଚିନି, ଅଳେଇଚ, ରିଫାଇନ ତେଲ। ପ୍ରଣାଳୀ :... Read More
ସାମଗ୍ରୀ : ୧. ଆବଶ୍ୟକ ଅନୁସାରେ ଗୋଟା ଭେଣ୍ଡି୨. ଲୁଣ୩.୪/୫ ଟା ସିଝା ଆଳୁ୪. ଲଙ୍କା ଗୁଣ୍ଡ୫. ପିଆଜ୬. ଧନିଆ ଗୁଣ୍ଡ୭. ଜିରା ଗୁଣ୍ଡ୮. ହଳଦୀ ଗୁଣ୍ଡ୯. ଗରମ ମସଲା ଗୁଣ୍ଡ୧୦. ହେଙ୍ଗୁ୧୧. ବେସନ୧୨.... Read More
ସାମଗ୍ରୀ :- ହରଡ଼ ଡାଲି, ଛୋଟ ଚିଙ୍ଗୁଡ଼ି, ବୋଇତାଳୁ (ବୋଇତି କଖାରୁ), କଞ୍ଚା କଦଳୀ, ଆଳୁ, ଫୁଲ କୋବି, ଟମାଟୋ, ପିଆଜ଼, ରସୁଣ,ଅଦା, ପଞ୍ଚୁ ଫୁଟଣ, ଶୁଖିଲା ଲଙ୍କା, ଅଳେଇଚ, ଡାଲଚିନ, ତେଜ ପତ୍ର,... Read More
ବେସର ହେଉଛି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ମୁଖ୍ୟତଃ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଏ । ଆଉ କେବେକେବେ ଖାଲି ସୋରିଷ, ରସୁଣ, ଜିରାକୁ ମିଶାଇ ମଧ୍ୟ... Read More
ସାମଗ୍ରୀ : ୪ଟି ବଡ଼ ଟମାଟୋ୨ ଚାମଚ ତେଲ୫ କୋଲା କଟା ରସୁଣଅଳ୍ପ କଟା ପିଆଜ ସଣ୍ଡା(ପତ୍ର)୩ଟି ଅଣ୍ଡା୨ ବଡ଼ ଚାମଚ କର୍ଣ୍ଣଫ୍ଲୋର୨ଚାମଚ ସୋୟା ସସ୍ଅଧ ଚାମଚ ଗୋଲମରିଚ ଗୁଣ୍ଡ୨ଟି ପତଳା କଟା ହୋଇଥିବା... Read More
ସାମଗ୍ରୀ : ବ୍ରେଡ୍ ସ୍ଲାଇସ୍ – ୫ଟିକ୍ଷୀର- ୩୦୦ ମି.ଲିଚିନି – ୧/୩ କପ୍ (୫୦ ରୁ ୬୦ ଗ୍ରାମ)ଘିଅ – ୨ ରୁ ୩ ଚାମଚକାଜୁ – ୧୦ ରୁ ୧୨ଟିବାଦାମ –... Read More
ସାମଗ୍ରୀ :ମୁଗ- ୨କପ୍ଅଦା- ଖଣ୍ଡେଓଉ-୧ଫାଳନଡିଆ- ଫାଳେଗାଜର-୧ଟାସାରୁ-୫ଟାକଞ୍ଚା କଦଳୀ-୨ଟାଦେଶୀ ଆଳୁ-ଛୋଟ ଖଣ୍ଡେପଞ୍ଚ ଫୁଟଣ-୧ଚାମଚଗୁଆଘିଅ-୨ଚାମଚତେଜପତ୍ର-୨ଟାଶୁଖିଲା ଲଙ୍କା-୨ଟାବୋଇତାଳୁ କଖାରୁ-ଛୋଟ ଖଣ୍ଡେ ପ୍ରଣାଳୀ : ପ୍ରଥମେ ସମସ୍ତ ପରିବାକୁ ଚୋପା ଛଡାଇ କାଟି ଧୋଇ ଦିଅନ୍ତୁ । ନଡିଆକୁ କୋରି... Read More
