Jajpur

ଯାଜପୁର : ଯାଜପୁର ବ୍ଲକ ଚିତାହଟାରେ ଅବସ୍ଥିତ ଲକ୍ଷ୍ମୀନାରାୟଣ ହାଇସ୍କୁଲ ପରିସରରେ ୨୦୦୮ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିମନ୍ତ୍ରଣ କରି ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଛନ୍ତି । ଏହି... Read More
ଯାଜପୁର : ଦଶରଥପୁର ବ୍ଳକ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୁହାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଯାଜପୁରର ଅଗ୍ରଣୀ ସାଂସ୍କୃତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ଓ ଭୁବନଶ୍ୱେର ସ୍ଥିତ ଅହଲ୍ୟା... Read More
ଯାଜପୁର : ମା’ବିରଜାଙ୍କ ଆସନ୍ତା ପାର୍ବଣା ଯାତ୍ରା ନିମନ୍ତେ ଆଜି ଏକ ସ୍ୱତନ୍ତ୍ର ବୈଠକ ସଭାପତି ବିଶ୍ୱମ୍ଭର ମିଶ୍ରଙ୍କ ସଭାପତିତ୍ୱରେ ବିରଜା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପାଣ୍ଡବ ସାହୁ ଅସୁସ୍ଥ... Read More
ଯାଜପୁର : ଦାରଥପୁର ବ୍ଲକ ରାହାସୋଇ ପଞ୍ଚାୟତ ସ୍ଥିତ ଜଗନ୍ନାଥ ବିଦ୍ୟା ମନ୍ଦିର ପରିସରରେ ଥିବା ଏକ ନିର୍ମାଣାଧିନ ପାଇଖାନା ଟାଙ୍କିରେ ଖସିପଡିଥିବା ଷଣ୍ଢକୁ ଉଦ୍ଧାର କରାଯାଇଛି । ଶନିବାର ରାତ୍ରି ପ୍ରାୟ ୧୦... Read More
ଯାଜପୁର : ମଙ୍ଗଳପୁର ପୁଲିସକୁ ମିଳିଛି ବଡ ସଫଳତା । ୨ଟି ଏଟିଏମ ଲୁଟବେଳେ ଅସ୍ତ୍ରଶସ୍ତ୍ର ସହ ଧରାପଡିଲେ ଲୁଟେରା । ଜଣେେ ଧରାପଡି ଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି । କାଟିଆ... Read More
ଯାଜପୁର : ଶନିବାର ଦିନ ବିଶ୍ୱକର୍ମା ପୂଜା ଅବସରରେ ଦଶରଥପୁର ବ୍ଳକ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି ।ଏହି ପୂଜାକାର୍ଯ୍ୟରେ ଦଶରଥପୁର ବିଦ୍ୟୁତ ଉପଖଣ୍ଡର ନିର୍ବାହୀ ଯନ୍ତ୍ରୀ ଗୌରହରି... Read More
ଯାଜପୁର : ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ଅନୁମୋଦନ କ୍ରମେ ଯାଜପୁରଜିଲ୍ଲା ଯୁବକଂଗ୍ରେସର ଏକ ପୂର୍ଣ୍ଣାଙ୍ଗକମିଟି ଗଠନ ହୋଇଛି ।ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନ୍ତୋଷ କୁମାର ବେହେରା... Read More
ଯାଜପୁର : ମଙ୍ଗଳପୁରବଜାରସ୍ଥିତ ଉପ-ନିବନ୍ଧକ କାର୍ଯ୍ୟାଳୟକୁ ସଂଯୋ ଗକରୁଥିବା ଏକମାତ୍ର ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି । ଦୈନିକ ଏହି କାର୍ଯ୍ୟାଳୟକୁ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ଆସୁଥିବା ଶତାଧିକ ଜନସାଧାରଣ ଏହି ରାସ୍ତାରେ... Read More
ଯାଜପୁର : ଯାଜପୁରଟାଉନ -ସିଂହପୁର ରାଜ୍ୟ ସଡ଼କପଥ ଅନ୍ତର୍ଗତ ବାଲିପଦା ଛକ ଠାରୁ ଚିତାଳୋ ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗୋଟିଏ ଷଣ୍ଢ ଦୁର୍ଘଟଣାର ଶିକାର ହୋଇ ଆଜକୁ ଏକ ମାସହେବ ଅସହ୍ୟ... Read More
ଯାଜପୁର : ଯାଜପୁର ଅଧିଷ୍ଠାତ୍ରୀ ଦେବୀମା’ ବିରଜାଙ୍କଶାରଦୀୟ ଦୁର୍ଗୋତ୍ସବ ତଥା ମୁଖ୍ୟ ପର୍ବୋତ୍ସବରବିଭିନ୍ନକାର୍ଯ୍ୟ ନିର୍ଘଣ୍ଟଚୂଡାନ୍ତ ହୋଇଚ୍ଥି । ସେପ୍ଟେମ୍ୱର ୧୭ତାରିଖମୂଳାଷ୍ଟମୀମା’ ବିରଜାଙ୍କ ଘଟ ନିମଜ୍ଜନ, ରାତ୍ର ଘ. ୮.୩୫ ମିନିଟଗତେ ମହାସ୍ନାନ ଓ ସିଂହାସନେ,... Read More

Categories