ଭଏସ୍ ଫର୍ ଭଏସ ଲେସ୍ ତରଫରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ
କଟକ : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ ଲେସ୍ ତରଫରୁ ୭୪ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ, କଟକ କାର୍ଯ୍ୟାଳୟଠାରେ ସନ୍ତୋସ କୁମାର ପାଲଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅଶ୍ୱନି କୁମାର ସେଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁବ ଅଇନଜୀବି ମନୋଜ କୁମାର ଓଝା ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ମାନେ ଡ. ଭିଷ୍ମନାରାୟଣ ଶବର,ବାଦଲ ବେହେରା, ସମ୍ବିତ ସାହୁ,ଆଦିତ୍ୟ ନାରାୟଣ ତ୍ରିପାଠି,ଦୁଷମନ୍ତ ତ୍ରିପାଠି, ପ୍ରିୟାଂସୁ ନାୟକ,ହେମନ୍ତ ସୁବୁଧି,ସେନାଲି ସୁବୁଧି, ଗୁରୁମିତ ସିଂ ପ୍ରମୁଖ ଯୋଗ ଦେଇଥିଲେ ।ସର୍ବଶେଷରେ ସମ୍ପାଦକ ଡ. ବିଭୁଦତ୍ତ ଖଣ୍ଡାୟତ ରାୟଧନ୍ୟବାଦ ଅର୍ପଣ କରିଥିଲେ ।
