ବାଲେଶ୍ୱର

ବାଲେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଏଏସଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ର । ଏକ... Read More
ସିମୁଳିଆ : ସିମୁଳିଆ ବ୍ଲକ ଅଧୀନ ମାର୍କୋଣା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଗୌରାଙ୍ଗ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ... Read More
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ରାମଚନ୍ଦ୍ର ମହାନ୍ତି, କଲିକତାର ବିଶିଷ୍ଟ ବୈଜ୍ଞାନିକ ଯଯାତି କେଶରୀ ନାୟକ... Read More
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବର୍ଷା ଓ ବନ୍ୟା ପାଣି ସ୍ଥାୟୀ ନିଷ୍କାସନ ଦାବିରେ ଭୋଗରାଇ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦକ୍ଷିଣଭୋଗରାଇ କୃଷିକ୍ଷେତ୍ର... Read More
ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଦରମା ବୃଦ୍ଧି ଓ ସ୍ଥାୟୀ ଚାକିରି ଦାବି ବାଲେଶ୍ୱର : ଆମ ଆଦମି ପାର୍ଟି (ଆପ୍‌) ବାଲେଶ୍ୱର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ... Read More
ବାଲେଶ୍ୱର : ବାଲେଶ୍ୱର ସହରରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଅରଡ଼ବଜାର ଠାରୁ ଫୁଲାଡ଼ି ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ନୁଣିଆଯୋଡ଼ି କୁଷ୍ଠ କଲୋନୀ ଉଚ୍ଛେଦ... Read More
ଜାଗା ମିଶନ ଜରିଆରେ ଜାଗା ଓ ଘର ଯୋଗାଇ ଦେବାକୁ ଦାବି ବାଲେଶ୍ୱର : ବାଲେଶ୍ୱର ସହରର ଯାଦପୁର ବସ୍ତିବାସିନ୍ଦାଙ୍କୁ ରେଲୱେ ଜାଗାରୁ ହଟିବାକୁ ନେଇ ରେଳ କର୍ତ୍ତୃପକ୍ଷଙ୍କ ନୋଟିସ୍ । ଭୂ-ଅଧିକାର ପ୍ରମାଣପତ୍ର... Read More
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ବ୍ଲକ ନାୟକଗୁଡି ଅଞ୍ଚଳର ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ମହିଳା ମାନସୀ ପ୍ରଧାନ(୨୮) ବର୍ଷେ ପୂର୍ବରୁ ବିବାହ କରିଥିଲେ ହେଁ ଏଯାବତ୍ ତାଙ୍କୁ ଭିନ୍ନକ୍ଷମ ବିବାହ ସହାୟତା ରାଶି ମିଳି... Read More
ବାଲେଶ୍ୱର : ବାଲେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ-୨ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଭଡ଼ା ଘର ସମେତ ପୈତୃକ ଏବଂ ନୂତନ ଗୃହଗୁଡ଼ିକରେ ଏକକାଳୀନ ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧା ଜିଲାର... Read More
ନୀଳଗିରି : କିଛି ମାସ ମଧ୍ୟରେ କୁଲଡିହା ଅଭୟାରଣ୍ୟ ମଧ୍ୟରେ ୫ଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ସୋମବାର ଦିନ ଅଭୟାରଣ୍ୟ ରେ ପୁଣି ଏକ ୪ବର୍ଷର ମାଈ ହାତୀର ମୃତ୍ୟୁକୁ ନେଇ... Read More

Categories