ବାଲେଶ୍ୱର

ବାଲେଶ୍ୱର : ବାଲେଶ୍ୱର ଇନ୍‌ଟାକ୍ ଚାପ୍‌ଟାର୍ ଆନୁକୂଲ୍ୟରେ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ ହୋଇଯାଇଛି । ଅତିରିକ୍ତ କୋ-କନ୍‌ଭେନର୍‌ଙ୍କ ସଭାପତିତ୍ୱରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ ହୋଇଯାଇଛି... Read More
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫ୍‌ଏମ୍‌ୟୁ) ଆନୁକୂଲ୍ୟରେ ଆନ୍ତର୍ଜାତୀୟ ସ୍ତରର ଲୋକୋତ୍ସବ “ଉନରୁମ୍‌” ଉଦ୍‌ଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନେଦରଲାଣ୍ଡର ପ୍ରଫେସର ମୋହନ କେ ଭଗତ୍‌, କାଲିଫର୍ଣ୍ଣିଆର କଳାନିର୍ଦ୍ଦେଶିକା ନାନ୍ସି... Read More
ବାଲିଆପାଳ : ବାଲିଆପାଳ ବ୍ଲକ୍ ଚୌମୁଖ ପଞ୍ଚାୟତ ଅଧିନସ୍ଥ ଚୌମୁଖ ଗ୍ରାମରେ ରାଧାକୃଷ୍ଣ କ୍ରିକେଟ୍ କମିଟି ଆନୁକୂଲ୍ୟରେ ଚୌମୁଖ ପ୍ରିମିୟର୍ ଲିଗ୍‌-୨୦୨୨ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ କସ୍ତୁରୀ ଏଣ୍ଟରପ୍ରାଇଜେସ୍‌, ଲକ୍ଷ୍ମୀପ୍ରିୟା ଟ୍ରେଡରସ୍‌, ଦାସ... Read More
ବାଲେଶ୍ୱର : ପ୍ରସ୍ତର ଶିଳ୍ପୀ ଉପନ୍ଦ୍ରେ ନାଥ ଗିରି ନିଜ ମାଟିରେ ଅଲଡ଼ା ହୋଇଥିଲାବେଳେ ସାରା ଭାରତରେ ତାଙ୍କର ପ୍ରସ୍ତର ମୂର୍ତି ଓ ନିହାଣ ବେଶ୍ ସୁଖ୍ୟାତି ଲାଭ କରିଛି । ବେଙ୍ଗାଲୁରୁଠାରୁ ଆରମ୍ଭ... Read More
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତର ବୋଇତବାଙ୍କ ଠାରେ ନିର୍ମିତ ହୋଇଥିବା ପୋଲର ସଂଯୋଗୀକରଣ ରାସ୍ତାକୁ ଶୁକ୍ରବାର ରାତିରେ କେତେକ ଦୁର୍ବୁତ୍ତ ପୋଡ଼ି ଦେଇଛନ୍ତି । ପୋଲ ନିର୍ମାଣ ହୋଇଥିଲେ... Read More
ନୀଳଗିରି : ଉତର ଓଡ଼ିଶାର ଜଳେଶ୍ୱର ଏବଂ ବାଲେଶ୍ୱର ପଶ୍ଚିମବଙ୍ଗ ଅଂଚଳକୁ ଲାଗି ରହିଥିବାରୁ ବାହାର ରାଜ୍ୟର ବହୁ ଅସାଧୁ ଜହର ବ୍ୟବସାୟୀଙ୍କୁ ସୁବିଧାରେ ଚୋରା ଚାଲାଣ ମାଧ୍ୟମରେ ଓଡ଼ିଶାରେ ବେପାର କରିବା ପାଇଁ... Read More
ନୀଳଗିରି : ଦ୍ରୁତଗତିରେ ଏକ ବାଇକରେ ୨ ଜଣ ଯୁବକ କପ୍ତିପଦାରୁ ନୀଳଗିରି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୩୦ଫୁଟ ପୋଲ ତଳକୁ ଖସିପଡ଼ିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବରହମପୁର... Read More
ଜଳେଶ୍ୱର : ସରକାର ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ନିରବଛିନ୍ନ ବିଦ୍ୟୁତ୍ ଯୋଗାଇବା ଉଦ୍ଦେଶ୍ୟରେ କେତେକ ସୁଧାର ଆଣିଥିଲେ । ଫଳ ସ୍ୱରୂପ କେତେକ ଘରୋଇ କମ୍ପାନୀକୁ ଏହାର ବିତରଣ ଲାଗି ସୁଯୋଗ ଦେଇଥିଲେ ।... Read More
ଜଳେଶ୍ୱର : ଆଜି ଦ୍ୱିପ୍ରହରରେ ଜଳେଶ୍ୱର ବସ୍‌ଷ୍ଟାଣ୍ଡରେ ଜଣେ ଯୁବତୀଙ୍କ ମୃତ୍ୟୁ ଆଲୋଚ୍ୟର ବିଷୟ ହୋଇଛି । ଯୁବତୀ ଜଣକ ଷ୍ଟେସନବଜାର ବସ୍‌ଷ୍ଟାଣ୍ଡ ନିକଟରେ ବସିଥିବା ବେଳେ ହଠାତ୍ ପଡିଯାଇଥିଲେ । ସାଧାରଣ ଲୋକେ... Read More
ବାଲେଶ୍ୱର : ସାମ୍ପ୍ରତିକ ପରିସ୍ଥିତିରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ ଆଜିର ଦୈନନ୍ଦିନ ମୂଲ୍ୟବୃଦ୍ଧି ଘଟି ଚାଲିଥିବା ବେଳେ ଆର୍ଥିକ ଅନଗ୍ରସର ପରିବାରର ବୃଦ୍ଧାବୃଦ୍ଧଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ... Read More

Categories