ଦଶପଲ୍ଲା : ଦଶପଲ୍ଲା ବନାଂଚଳର ସାକେଣୀ ସେକ୍ସନର ଚାଞ୍ଚେରାପଲ୍ଲୀ ନିକଟରୁ ବନବିଭାଗ ଆଜିସକାଳେ ସାଇକେଲରେ ବନ୍ଧା ହୋଇ ଆସୁଥିବା ଦୁଇଟି ସାଇଜ୍ ସହିତ ସାଇକେଲ ଜବତ୍ କରିଥିବା ବେଳେ ଘଟଣାରେ ଜଣକୁ ଗିରଫ୍ କରିଥିବା ଜଣାପଡିଛି। ଗିରଫ୍ ବ୍ଯକ୍ତି ଜଣକ ଦେଢଶର ଗ୍ରାମର ନବୀନ ସେଠୀ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।
Post Views: 40,945