କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ପହଂଚିଲେ ବାବତପୁର ଏୟାରପୋର୍ଟ କାଶୀର
ଭାଜପା କାର୍ଯ୍ୟକର୍ତାମାନେ ମନ୍ତ୍ରୀଙ୍କୁ କଲେ ସ୍ୱାଗତ
ବାରାଣସୀ : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ରବିବାର ଦିନ ବାରାଣସୀ ପହଂଚିଛନ୍ତି । ବାବତପୁର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଭାଜପା ପ୍ରୋଟୋକଲ୍ ପ୍ରଭାରୀ ଶୈଲେଶ ପାଣ୍ଡେଙ୍କ ଅଗୁଆଇରେ କାର୍ଯ୍ୟକର୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ କରିଛନ୍ତି । ଏୟାରପୋର୍ଟରେ କାର୍ଯ୍ୟକର୍ତାଙ୍କୁ କିଛି ସମୟ କଥାବାର୍ତା କରିବା ପରେ କେନ୍ଦ୍ରମନ୍ତ୍ରୀ ଚଦୌଲି ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ବାହାରିଛନ୍ତି ।
