ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି ତାଙ୍କୁ ଜଣେ ଷ୍ଟେଟ୍ସମ୍ୟାନ ଓ ଜ୍ଞାନର ଗନ୍ତାଘର ବୋଲି କହିବା ସହ ଭାରତକୁ ଶକ୍ତିଶାଳୀ କରିବା ପାଇଁ ସେ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ।
Post Views: 36,732