ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିମାଚଳ ପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସୁଖବିନ୍ଦର ସିଂହ ସୁଖୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଶା ବ୍ୟକ୍ତ କରିଛନ୍ତି ଯେ ତାଙ୍କ ନେତୃତ୍ୱରେ ହିମାଚଳ ବିକାଶର ନୂଆ ଉଚ୍ଚତା ହାସଲ କରିବ ।
Post Views: 65,612