Nitibani

ଜୀବନ ଅପେକ୍ଷା ସମ୍ପର୍କ ଅଧିକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସବୁ ସମ୍ପର୍କରେ ଜୀବନ ରହିବା ମଧ୍ୟ ତତୋଧିକ ଗୁରୁତ୍ୱପୂର୍ଣ୍ଣ । – ସ୍ୱାମୀ ବିବେକାନନ୍ଦ... Read More
ବିପଦରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କରନାହିଁ, ବରଂ ବିପଦକୁ ସମ୍ମୁଖୀନ ହେବା ନିମନ୍ତେ ନିର୍ଭୀକ ହେବାକୁ ପ୍ରାର୍ଥନା କର । – ରବୀନ୍ଦ୍ର ନାଥ ଠାକୁର... Read More
ନିଜର ଦେଶ ସ୍ୱାଧୀନ ବୋଲି ଅନୁଭବ କରିବା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ଏବଂ ଦେଶର ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତବ୍ୟ । – ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌... Read More
ଜୀବନକୁ ଏପରି ବଂଚିବାକୁ ଚେଷ୍ଟାକର ଯେମିତି ଆସନ୍ତା କାଲି ହିଁ ତୁମେ ମରିବାକୁ ଯାଉଛ । ବିଦ୍ୟା ଶିକ୍ଷା କଲାବେଳେ ଏମିତି ଶିକ୍ଷା କର ଯେମିତିକି ସାରା ଜୀବନ ତୁମେ ବଂଚିବ । -ମହାତ୍ମା... Read More
ଧ୍ୟାନ ଜ୍ଞାନ ଅର୍ଜନ କରିଥାଏ; ଧ୍ୟାନର ଅଭାବରେ ମନୁଷ୍ୟ ଅଜ୍ଞ ପାଲଟି ଥାଏ । କେଉଁ ପଥଟି ଆଗକୁ ନେବ ଏବଂ କେଉଁଟି ପଛକୁ, ତାହା ଉତମ ରୂପେ ଜାଣି ଜ୍ଞାନର ଦିଗରେ ଅଗ୍ରସର... Read More

Categories