ନୀତିବାଣୀ ନୀତିବାଣୀ ନୀତିବାଣୀ May 30, 2021 ସବୁ ଧର୍ମ ଭିତରେ କିଛି ନା କିଛି ସତ୍ୟ ରହିଛି, କିନ୍ତୁ ସେଥି ମଧ୍ୟରୁ କୌଣସି ଗୋଟିଏ ଧର୍ମରେ ସବୁଯାକ ସତ୍ୟ ନାହିଁ । – ଶ୍ରୀ ଅରବିନ୍ଦ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ May 30, 2021 ବିଭିନ୍ନ ସଂସ୍କୃତି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ପୁସ୍ତକଗୁଡ଼ିକ ହେଉଛନ୍ତି ମାଧ୍ୟମ । ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ May 29, 2021 ଯେଉଁମାନେ ପ୍ରେମ କରିଛନ୍ତି, ସେମାନେ ଈଶ୍ୱରଙ୍କୁ ପାଇଛନ୍ତି । – ଗୁରୁ ନାନକ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ May 27, 2021 ସହାନୁଭୂତିର ଶବ୍ଦ ଛୋଟ ଏବଂ କହିବାକୁ ସହଜ ହୋଇପାରେ, କିନ୍ତୁ ତା’ର ପ୍ରତିଧ୍ୱନି ପ୍ରକୃତରେ ଅସୀମ । – ମଦର ଟେରେସା... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ May 27, 2021 “ବିପଦରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କର ନାହିଁ, ବରଂ ବିପଦକୁ ସମ୍ମୁଖୀନ ହେବା ନିମନ୍ତେ ନିର୍ଭୀକ ହେବାକୁ ପ୍ରାର୍ଥନା କର ।।” – ରବୀନ୍ଦ୍ର ନାଥ ଠାକୁର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ May 25, 2021 ଜୀବନକୁ ବୁଝିବାର ଅର୍ଥ ନିଜକୁ ବୁଝିବା, ଆଉ ତାହା ହିଁ ଶିକ୍ଷାର ଆରମ୍ଭ ଓ ଶେଷ । – ଜିଦ୍ଦୁ କ୍ରିଷ୍ଣମୂର୍ତି... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ May 24, 2021 ପାର୍ଥିବ ପ୍ରେମକୁ ଜାଳି ତା’ର ପାଉଁଶକୁ କାଳି କରିଦିଅ; ହୃଦୟକୁ କଲମ କର ଏବଂ ଧିମତାକୁ ଲେଖକ କରି ଏମିତି ଲେଖା ଲେଖିଚାଲ, ଯାହାର କେବେ ଶେଷ ହେବନାହିଁ । – ଗୁରୁ ନାନକ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ May 22, 2021 ଜୀବନରେ ଆହ୍ୱାନକୁ ଗ୍ରହଣ କର । ବିଜୟୀ ହେଲେ ନେତୃତ୍ୱ ନେଇ ପାରିବ; ପରାଜିତ ହେଲେ ମାର୍ଗଦର୍ଶନ ଦେଇ ପାରିବ । – ସ୍ୱାମୀ ବିବେକାନନ୍ଦ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ May 21, 2021 ପରମ୍ପରା ଆମର ସୁରକ୍ଷା କବଚ ହୋଇଥାଏ, ଆଉ ଜଣେ ଯେତେବେଳେ ସୁରକ୍ଷିତ ଅନୁଭବ କରେ, ତା’ର ମନର ଅବକ୍ଷୟ ଆରମ୍ଭ ହୋଇଥାଏ । – ଜିଦ୍ଦୁ କ୍ରିଷ୍ଣମୂର୍ତି... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ May 20, 2021 ପାର୍ଥିବ ପ୍ରେମକୁ ଜାଳି ତା’ର ପାଉଁଶକୁ କାଳି କରିଦିଅ; ହୃଦୟକୁ କଲମ କର ଏବଂ ଧିମତାକୁ ଲେଖକ କରି ଏମିତି ଲେଖା ଲେଖିଚାଲ, ଯାହାର କେବେ ଶେଷ ହେବନାହିଁ । – ଗୁରୁ ନାନକ... Read More