Nitibani

ଜୀବନ ଅପେକ୍ଷା ସମ୍ପର୍କ ଅଧିକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସବୁ ସମ୍ପର୍କରେ ଜୀବନ ରହିବା ମଧ୍ୟ ତତୋଧିକ ଗୁରୁତ୍ୱପୂର୍ଣ୍ଣ । – ସ୍ୱାମୀ ବିବେକାନନ୍ଦ... Read More
ସମ୍ପର୍କ ଚାରିଗୋଟି ନୀତି ଉପରେ ପର୍ଯ୍ୟବସିତସମ୍ମାନ ପ୍ରଦର୍ଶନ, ବୁଝାମଣା, ଗ୍ରହଣ କରି ନେବା ଏବଂ ପସନ୍ଦ କରିବାର ମାନସିକତା । – ମହାତ୍ମା ଗାନ୍ଧୀ... Read More
ଯେଉଁ ଦିନ ତୁମେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନଥାଅ, ସେଦିନ ନିଶ୍ଚିତ ହୋଇଯିବା ଉଚିତ ଯେ ତୁମେ କୌଣସି ଭୁଲ୍ ବାଟରେ ଯାଉଛ । – ସ୍ୱାମୀ ବିବେକାନନ୍ଦ... Read More
ମାନବିକତା ଉପରୁ ଆସ୍ଥା ହରାଇବା ଉଚିତ ନୁହେଁ । ମାନବିକତା ଏକ ମହାସାଗର । ମହାସାଗରର କିଛି ବିନ୍ଦୁ ଜଳ ମଇଳା ହୋଇଗଲେ ସମଗ୍ର ମହାସାଗର ମଇଳା ହୋଇଯାଏ ନାହିଁ । – ମହାତ୍ମା... Read More

Categories