ନୀତିବାଣୀ ନୀତିବାଣୀ ନୀତିବାଣୀ April 28, 2021 ଯେଉଁ ବ୍ୟକ୍ତି ନିଃସ୍ୱାର୍ଥପର ଭାବରେ ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରନ୍ତି, ସେ ପ୍ରକୃତରେ ନିଜର ହିଁ ମଙ୍ଗଳ କରିଥାନ୍ତି । – ରାମକୃଷ୍ଣ ପରମହଂସ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ April 26, 2021 ଭଲ ଦିଗକୁ ଯିବାର ରାସ୍ତାଟି ସର୍ବାଧିକ ଦୁର୍ଗମ ଓ ବନ୍ଧୁର । ଏହା ହିଁ ଆଶ୍ଚର୍ଯ୍ୟର କଥା ଯେ ଏତେ ଲୋକ ସଫଳକାମ ହୁଅନ୍ତି, ବହୁ ଲୋକ ଯେ ପଡ଼ିଯାନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ April 24, 2021 ପାଖୁଡ଼ାଗୁଡ଼ିକୁ ଛିଣ୍ଡାଇ କୌଣସି ଫୁଲର ସୌନ୍ଦର୍ଯ୍ୟକୁ ଏକତ୍ରିତ କରାଯାଇ ପାରେନାହିଁ । – ରବୀନ୍ଦ୍ର ନାଥ ଠାକୁର... Read More
ନୀତିବାଣୀ ଅନ୍ୟାନ୍ୟ ନୀତିବାଣୀ April 19, 2021 ଦ୍ୱିମତରୁ ହିଂସା ଆରମ୍ଭ ହୁଏ । ପ୍ରେମ ସବୁ ପ୍ରତିବନ୍ଧକକୁ ଦୂର କରିଦେଇପାରେ । – ମହାତ୍ମା ଗାନ୍ଧି... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ April 15, 2021 ବର୍ଷା ହେବା ସମୟରେ ସବୁ ପକ୍ଷୀ ଆଶ୍ରୟ ନିଅନ୍ତି । କିନ୍ତୁ ବାଦଲ ଉପରେ ଉଡ଼ି ଛଂଚାଣ ମେଘକୁ ଏଡ଼ାଇ ଯାଏ । – ଡ. ଏପିଜେ ଅବ୍ଦୁଲ୍ କଲାମ... Read More
ନୀତିବାଣୀ ଅନ୍ୟାନ୍ୟ ନୀତିବାଣୀ April 8, 2021 ତୁମର ବିନା ଅନୁମତିରେ କେହି ହେଲେ ତୁମକୁ ଆଘାତ ଦେଇ ପାରିବେ ନାହିଁ । – ମହାତ୍ମା ଗାନ୍ଧି... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ April 8, 2021 ଅଧିକାରକୁ ହରଣ କରିଥିବା ବ୍ୟକ୍ତିଙ୍କ ବିବେକ ନିକଟରେ ନିବେଦନ କରି ହୃତ ଅଧିକାରକୁ କେବେହେଲେ ଫେରାଇ ଅଣାଯାଇପାରେ ନାହିଁ । – ବି. ଆର୍.ଆମ୍ବେଦକର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ April 5, 2021 ପ୍ରତ୍ୟେକ ଲୋକର ଆବଶ୍ୟକତାକୁ ମେଂଟାଇବା ପାଇଁ ପୃଥିବୀ ସବୁକିଛି ଯୋଗାଇ ଦେଇଥାଏ; କିନ୍ତୁ ଲୋଭକୁ ମେଂଟାଇବା ପାଇଁ ନୁହେଁ । – ମହାତ୍ମା ଗାନ୍ଧୀ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ April 4, 2021 କ୍ରୋଧ ପାଇଁ ନୁହେଁ, କ୍ରୋଧଦ୍ୱାରା ମନୁଷ୍ୟ ଦଣ୍ଡିତ ହୋଇଥାଏ । – ଗୌତମ ବୁଦ୍ଧ... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ April 2, 2021 ଯେଉଁ ବ୍ୟକ୍ତି ନିଃସ୍ୱାର୍ଥପର ଭାବରେ ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରନ୍ତି, ସେ ପ୍ରକୃତରେ ନିଜର ହିଁ ମଙ୍ଗଳ କରିଥାନ୍ତି । – ରାମକୃଷ୍ଣ ପରମହଂସ... Read More