ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଧାନମଣ୍ଡି ଚଳିତ ମାସ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର ୩୫୭ ଚାଷୀଙ୍କ ଠାରୁ ୧୧... Read More
Malkangiri
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ସିଙ୍ଗାନିଗୁଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ତରକାରୀ ରୋଷେଇକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ... Read More
ମାଲକାନଗିରି : ଆଜି ଏକ ସ୍ୱତନ୍ତ୍ର ସଫେଇ ଅଭିଯାନ ଅନ୍ତର୍ଗତ ବିଏସଏଫ ୧୫୧ ବାଟାଲିୟନ ଯବାନ ମାନେ କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫା କରିଥିଲେ । ଆଜିର ଏହି ଅଭିଯାନର ନେତୃତ୍ୱ... Read More
ମାଲକାନଗିରି : ଜିଲ୍ଲା ପ୍ରଶାସନ ତରଫରୁ ଚୁନାବ ପାଠଶାଳା ଗଠନ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଆଜି ମାଲକାନଗିରି ମହାବିଦ୍ୟାଳୟ ସଭା ଗୃହରେ ଏକ... Read More
ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଜେୟୁଓ ଲକିନାଥ କୀର୍ସାନି ଆଗ୍ରାସ୍ଥିତ ଇନ୍ଡିଆନ ଏୟାରପୋର୍ଟ ତାଲିମ ଶିବିରରେ୨୧ ଦିନ ଭାଗ ନେଇ ଦୁଃସାହାସିକ କାର୍ଯ୍ୟକ୍ରମରେ ପାରା ଗ୍ଲାଇଡିଙ୍ଗ ଯୁଦ୍ଧ ଜାହାଜରେ... Read More
ମାଲକାନଗିରି : ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ତଥା ଆବାହକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁଙ୍କ ଦିଗଦର୍ଶନରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜାତୀୟ ଶିକ୍ଷା... Read More
ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନ ତରଫରୁ ଚିଲିପଦର ଗ୍ରାମରେ ଜନ ସମ୍ପର୍କ ଅଭିଯାନ ଅନ୍ତର୍ଗତ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜିର ସ୍ୱତନ୍ତ୍ର ଜନ ସମ୍ପର୍କ ଅଭିଯାନରେ... Read More
ମାଲକାନଗିରି : କୃଷି ସହିତ ପ୍ରାଣୀ ପାଳନ ଅଙ୍ଗାଙ୍ଗୀ ଭାବେ ଜଡିତ । ପ୍ରାଣୀପାଳନ ଚାଷୀ ମାନଙ୍କର ଆୟ ବୃଦ୍ଧି ଓ ଗ୍ରାମାଚଂଳର ଆର୍ôଥକ ବିକାଶ ସହାୟକ ହୋଇଥିବାରୁ ରାଜ୍ୟ ସରକାର ବିଭିନ୍ନ ରିହାତି... Read More
ମାଲକାନଗିରି : ଆସନ୍ତା ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ଆନ୍ଧ୍ର ଓଡିଶା ବଡର ଡିଭିଜନର ମାଓନେତା ଗଣେଶ ପ୍ରେସ ବିଜ୍ଞପ୍ତିରେ ଏହି ସପ୍ତାହକୁ ଗାଁ ଗାଁରେ... Read More
ମାଲକାନଗିରି : କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନେ ଆଜି ଏକ ୫ ଦଫା ସମ୍ବଳିତ ଦାବିପତ୍ର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦ୍ଦେଶ୍ୟରେ, କୁଡୁମୁଲୁଗୁମ୍ମା... Read More
