Job Fair

ନୂଆଦିଲ୍ଲୀ: ରୋଜଗାର ମେଳାରେ ଦେଶରେ ଜାରି ରହିଛି ନିଯୁକ୍ତି ପର୍ବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ମାଧ୍ୟମରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ।... Read More
ନୂଆଦିଲ୍ଲୀ : ଆଜି ରୋଜଗାର ମେଳା । ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ଶୁକ୍ରବାର ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ନିଯୁକ୍ତି ପାଇଁ ଚୟନ ହାଇଥିବା ପ୍ରାୟ ୭୧ହଜାର କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ... Read More
କର୍ମକ୍ଷେତ୍ରରେ ଯୋଗ ଦେବାବେଳେ ଦାୟିତ୍ୱ ଓ କର୍ତବ୍ୟକୁ ପାଥେୟ କରନ୍ତୁ ଯୁବଚାକିରି ନୁହେଁ, ନିବନିଯୁକ୍ତ ଯୁବସାଥୀମାନେ ୧୩୦ କୋଟି ଭାରତୀୟଙ୍କ ସେବା କରିବାର ସୌଭାଗ୍ୟ ପାଇଛନ୍ତି ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ... Read More
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ଆଭାସୀ ମାଧ୍ୟମରେ ଆୟୋଜିତ ରୋଜଗାର ମେଳାରେ ପ୍ରାୟ ୭୧୦୦୦ ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଂଟିଛନ୍ତି । ଏହି ରୋଜଗାର ମେଳା ଏକ ଉତ୍‌ପ୍ରେରକ ଭାବେ କର୍ମନିଯୁକ୍ତି... Read More
ଭଦ୍ରକ : ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆରମ୍ଭ ହୋଇଥିôବା ଦୁଇ ଦିନିଆ ନିଯୁକ୍ତି ମେଳାରେ ଶେଷ ହୋଇଛି । ଜିଲାର ୭ଟି ବ୍ଲକ ଓ ଅନ୍ୟ ଜିଲାର ବେକାରୀମାନଙ୍କ ଉଦ୍ଦେଶ୍ୟରେ... Read More
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳା ଲଞ୍ଚ କରିବା ସହ ଭର୍ଚ୍ଚୁଆଲି ୭୫ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ହୋଇଥିବା କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି... Read More
ନୂଆଦିଲ୍ଲୀ: କଂଗ୍ରେସ ଦଳ ଶନିବାର କେନ୍ଦ୍ର ସରକାରଙ୍କ ‘ରୋଜଗାର ମେଳା’କୁ ନେଇ କଟାକ୍ଷ କରିଛି ‌। କଂଗ୍ରେସ କହିଛି, ଏହା ରୋଜଗାର ମେଳା ନୁହେଁ ବରଂ ‘ଜୁମଲା କିଙ୍ଗ୍’ ଙ୍କ ଇଭେଣ୍ଟବାଜି । କେନ୍ଦ୍ରର... Read More
ଭୁବନେଶ୍ୱର : ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର , ଭୁବନେଶ୍ୱର, ତରଫରୁ ୨୩ ସେପ୍ଟେମ୍ବରରେ ଏନସିଏସସିଡ଼ିଏ କ୍ୟାମ୍ପସ ପରିସରରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି ।... Read More

Categories