Jajpur

ଯାଜପୁର : ଆଜି ଯାଜପୁର ପଞ୍ଚାୟତ ସମିତି ସଭାଗୃହରେ ଯାଜପୁର ବ୍ଲକର ବରିଷ୍ଠ ତଦାରଖ ଅଧିକାରୀ ଶ୍ରୀଧର ରାଉତଙ୍କ ଅଧ୍ୟକ୍ଷତାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ... Read More
ଯାଜପୁର : ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାଳଦାଛଚିଣା-ନାଗାପାଟଣା ରାସ୍ତାର ମଙ୍ଗଳବାର ଶିଳାନ୍ୟାସ ହୋଇଛି । ଯାଜପୁର ଜଳସମ୍ପଦ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ୧କୋଟି ୩୩ଲକ୍ଷ... Read More
ଯାଜପୁର : ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଯାଜପୁର ତରଫରୁ ବୈଦ୍ୟରାଜପୁର ନୋଡାଲ ଉ.ପ୍ରା ବିଦ୍ୟାଳୟ ପରିସରରେ ଆଜି ଜାତୀୟ କନ୍ୟାସନ୍ତାନ ଦିବସ ୨୦୨୩ ପାଳିତ ହୋଇଯାଇଛି । ବାଳିକାମାନଙ୍କ ମଧ୍ୟରେ ସଚେତନତା... Read More
ଯାଜପୁର : ଦାନଗଦୀ ବ୍ଳ୍‌କ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲ୍ଳ୍‌ାପାଳ ଚଳ୍ରୱର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରି ଅଭିଯୋଗକାରୀଙ୍କ ସମସ୍ୟା ଗୁଡିକୁ ତ୍ୱରିତ... Read More
ଯାଜପୁର : କଟକ ଏସ.ସି.ବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ସୋଆ ୟୁନିଭର୍ସିଟି ର ଉପ-କୁଳପତି ଡା. ଧିରେନ୍ଦ୍ର ରାୟ (୮୦)ଙ୍କର ରବିବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ପରଲୋକ ଘଟିଛି... Read More
ଚମ୍ପୁଆ : ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାରିଆ ଠାରେ ପ୍ରଗତି କ୍ଲବ ବାରିଆ ଆନୁକୂଲ୍ୟରେ ଆୟୋଜିତ ଗ୍ରାମୀଣ ପଂଚଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଂଟର ଉଦଯାପନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ଦିବସର... Read More
ଚଣ୍ଡିଖୋଲ : ଯାଜପୁର ଜିଲା ବୈରୀ ଥାନା ଅଧିନ ଚମ୍ପାପୁର ଠାରେ ଦୋକାନ ଉପରକୁ ବୋମାମାଡ଼ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଯେ, ଶନିବାର ବିଳମ୍ବିତ... Read More
ଧର୍ମଶାଳା : ରକ୍ତଦାନ ମହତ ଦାନ । ଏହି ଅବସରରେ ଡୋନେଟ୍ ବ୍ଲଡ ସେଭ୍ ଲାଇଫ୍ ଓଡିଶା ଅନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲା ରସୁଲପୁର ବ୍ଲକ... Read More
ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱନକ୍ଷତ୍ର ଦିବସ ଅବସରରେ ଉଦଘାଟିତ ହେଲା ଅନଲାଇନ ମାଧ୍ୟମରେ ଦକ୍ଷିଣା ଗ୍ରହଣ ସେବା। ମନ୍ଦିର ଟ୍ରଷ୍ଟି ତଥା ଯାଜପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଏହି ସେବାକୁ... Read More
ଯାଜପୁର : ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏହି ଦିନ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମୋତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୀଠ । ପରମ୍ପରା ଅସୁସାରେ ସମସ୍ତ ନୀତି... Read More

Categories