ତୃଣମୂଳସ୍ତରରେ ଭାଜପାକୁ ମଜଭୁତ କର : କେନ୍ଦ୍ରମନ୍ତ୍ରୀ
କେନ୍ଦୁଝର : କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଂଚାୟତ ସଁରାପଶି ପଡ଼ିଆରେ ଶନିବାର ଭାଜପାର ନିର୍ବାଚନମଣ୍ଡଳୀସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ଭାଜପା ସଭାପତି ଅଂଶୁମାନ୍ ସବୁଜ ମହାନ୍ତ ବର୍ମାଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ କେନ୍ଦୁଝର ଏମ୍ପି ସିଟ୍ରେ ଭାଜପା ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ବୁଥ୍ସ୍ତରରୁ ଦଳକୁ ମଜଭୁତ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।
