ରାଜ୍ୟରେ ବ୍ରିଟିଶ ଅମଳର ୧୭ଟି ବ୍ରିଜ
ଭୁବନେଶ୍ୱର : ରାଜ୍ୟରେ ବ୍ରିଟିଶ ଅମଳର ୧୭ଟି ବ୍ରିଜ ରହିଛି । ସେଗୁଡ଼ିକରେ ଏବେ ପ୍ରାୟତଃ ଲୋକେ ଚଳପ୍ରଚଳ କରୁ ନାହାନ୍ତି । ସେଗୁଡ଼ିକୁ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ନିର୍ମାଣ ବିଭାଗ କାମ କରୁଛି । ସେହିପରି ରାଜ୍ୟରେ ୨୫୮ ଟି ୩୦ ବର୍ଷର ପୁରୁଣା ବ୍ରିଜ ରହିଛି । ସେନେଇ ନିରାପତା ଉପରେ ବିଭାଗ ଅନୁଧ୍ୟାନ କରୁଛି ବୋଲି ପୂର୍ତ ଓ ଗୃହନିର୍ମାଣ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି I
