ଭୁବନେଶ୍ୱର: ନୂଆ ପିଢ଼ିର ଡିଜିଟାଲ୍ ଶିକ୍ଷା ସମାଧାନ ପ୍ରଦାନକାରୀ ଏକ୍ସଟ୍ରାମାର୍କସ୍ ପକ୍ଷରୁ ଆର୍ସେନାଲ୍ ଫୁଟବଲ୍ କ୍ଲବ ସହଯୋଗରେ ଭାରତର ପ୍ରଥମ ଆନ୍ତଃ ସ୍କୁଲ ଫୁଟବଲ୍ ଟୁର୍ଣ୍ଣାମେଂଟ୍ ଯୁବ ଫୁଟବଲ୍ ଚାମ୍ପିଆନ୍ସିପ୍ ଘୋଷଣା କରାଯାଇଛି ।... Read More
ଖୋର୍ଦ୍ଧା
ଭୁବନେଶ୍ୱର : ଗୃହ କ୍ରେତାଙ୍କ ପାଇଁ ଏକ ପରିବ୍ୟବସ୍ଥା “ଓପୋନ୍ ଡୋର୍ସ’ର ଶୁଭାରମ୍ଭ କରିବା ଲାଗି ଭାରତର ଅଗ୍ରଣୀ ସମନ୍ୱିତ ରିଅଲ୍ ଇଷ୍ଟେଟ୍ ପ୍ଲାଟ୍ଫର୍ମ ସ୍କୋୟାର୍ ୟାର୍ଡସ୍ ସହ ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ୍... Read More
ଭୁବନେଶ୍ୱର: ଓଡ଼ିଶାର ଏକ ନୂଆ ମେଡ-ଇନ-ଇଣ୍ଡିଆ ଇଭି ନିର୍ମାତା, ସିମା ଇଲେକ୍ଟ୍ରିକ(ସିମା ଇ-ଭେଇକିଲ ଆଣ୍ଡ ସୋଲାର ପ୍ରାଇଭେଟ ଲିମିଟେଡ) ବା ଏସ୍ଇଏସ୍ ପକ୍ଷରୁ ଇଭି ଇଣ୍ଡିଆ ଏକ୍ସପୋ ୨୦୨୨ ରେ ତିନୋଟି ନୂଆ ହାଇ... Read More
ଭୁବନେଶ୍ୱର : ଇଣ୍ଡିଆନ୍ ହୋଟେଲ୍ସ କମ୍ପାନୀ (ଆଇଏଚ୍ସିଏଲ୍) , ନିଜର ସ୍ଥାୟିତ୍ୱ ଓ ସାମାଜିକ ପ୍ରଭାବ ପଦକ୍ଷେପକୁ ପରିଚାଳନା କରିବା ପାଇଁ ଏକ ଫ୍ରେମ୍ୱର୍କ ପାଥ୍ୟା ସହିତ ଜଡିତ ହୋଇ ଯୋଗ୍ୟ ତଥା ବଂଚିତ... Read More
ଭୁବନେଶ୍ୱର : ଭାରତର ପ୍ରମୁଖ ସ୍ୱଦେଶ ସୁରକ୍ଷା ଏବଂ ନୀରିକ୍ଷଣ ଉତ୍ପାଦନକାରୀ କମ୍ପାନୀ ପ୍ରମା ଇଣ୍ଡିଆ ଗ୍ରାହକଙ୍କ ନିକଟରେ ଭିଡିଓ ସୁରକ୍ଷା ଉତ୍ପାଦ ପହଞ୍ଚାଇବା ପାଇଁ କଟକରେ ବ୍ରାଣ୍ଡ ଷ୍ଟୋର ଖୋଲିଛି । ଏହି... Read More
ଭୁବନେଶ୍ୱର : ମହାକାଶବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚିହ୍ନଟ ଓ ପ୍ରସାରଲକ୍ଷ୍ୟରେ ଆୟୋଜିତ କରାଯାଉଥିବା ଟାଟାଷ୍ଟିଲ ଯୁବଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତାର ୧୬ତମ ସଂସ୍କରଣଏବେ ଅନ୍ଲାଇନ୍ରେ ଆୟୋଜିତହେବ ।ପଠାଣିସାମନ୍ତ ପ୍ଲାନେଟାରିୟମ୍ସହଭାଗିତାରେ ଆୟୋଜିତ... Read More
ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଆଜି ଓଡ଼ିଶା ସଂପ୍ରାସାରଣ ଶିକ୍ଷା ସମିତି ଆନୁକୂଲ୍ୟରେ “ସଂପ୍ରସାରଣ ବିଶେଷଜ୍ଞ ମାନଙ୍କର ଦକ୍ଷତା ବିକାଶ : ଉପାୟ... Read More
ଭୁବନେଶ୍ୱର: ଅର୍ଥନୈତିକ କାର୍ୟ୍ୟକଳାପ ଓ ପ୍ରଶାସନିକ କାର୍ୟ୍ୟ ପାଇଁ ଭିତିଭୂମି ବିକାଶକୁ ସର୍ବୋଚ୍ଚ ଅଗ୍ରାଧିକାର କ୍ଷେତ୍ର ଭାବେ ବର୍ଣ୍ଣନା କରି ରାଜ୍ୟ ଆଇଟି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା... Read More
ଖୋର୍ଦ୍ଧା : ଗୋଷ୍ଠୀ ଆଭିମୁଖ୍ୟ ମାଧ୍ୟମରେ ମହିଳା ସଶକ୍ତିକରଣ ହେଉଛି ଆତ୍ମନିଯୁକ୍ତି ଏବଂ ଉଦ୍ୟୋଗ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ପନ୍ଥା, କାରଣ ନାରୀମାନଙ୍କର ବ୍ୟବହାରିକ ଆଭିମୁଖ୍ୟ ରହିଛି ଏବଂ ଦୈନନ୍ଦିନ... Read More
ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଗବେଷଣା ଫାର୍ମ, ଖଣ୍ଡଗିରି ପରିସରରେ “ସବୁଜ ଗୋଖାଦ୍ୟ” ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ... Read More
