ଚିଲିକା : ବିଧାନସଭାରୁ ଓଟିଡିସିର ୩ ସ୍ୱତନ୍ତ୍ର ବସରେ ବିଧାୟକ , ମନ୍ତ୍ରୀ ଓ ବାଚସ୍ପତି ଚିଲିକା କୂଳରେ ପହଞô୍ଚଥିଲେ । ପରେ ସେମାନେ ଭାରତୀୟ ନୌସେନାର ସ୍ୱତନ୍ତ୍ର ଡଙ୍ଗାରେ କାଳିଜାଈ ପରିଦର୍ଶନ କରିଛନ୍ତି... Read More
ଖୋର୍ଦ୍ଧା
ଟାଙ୍ଗୀ : ବାଣପୁର କୋର୍ଟରେ ହାଜର ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଣପୁର ଥାନା କେସ ନଂ ୮୧/୨୨ର ବାଣପୁର କୋର୍ଟରେ ବିଚାର ହେଉଥିବା ଯୋଗୁଁ ଗିରଫ ହୋଇ ବାଣପୁର ସବ୍-ଜେଲରେ... Read More
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଜଟଣୀ କୁଦିଆରୀର ଗ୍ରାମଦେବତୀ ମା ଜାଗୁଳାଇଙ୍କ ମନ୍ଦିରରୁ ଚୋରି ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିରରେ ପଶି ମା’ଙ୍କ ସୂର୍ଣ୍ଣ ଅଳଙ୍କାର ଓ ପିତଳ ବାସନକୁସନ... Read More
ଜଟଣୀ : ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ଜଣଙ୍କ ହେଲେ ଛତିଶଗଡ଼ର ପୂଜା ଜେଠଓ୍ୱାନୀ । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।... Read More
ଖୋର୍ଦ୍ଧା : ଦିନକୁ ଦିନ ରାଜ୍ୟରେ ଧଳା ଜହର କାରବାର ବଢିବାରେ ଲାଗିଛି । ରାଜ୍ୟରୁ ପ୍ରତିଦିନ କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ଜବତ ହେଉଛି । ଯାହାକି ଅବକାରୀ ବିଭାଗ ପାଇଁ... Read More
ଖୋର୍ଦ୍ଧା : ବେଗୁନିଆ ଥାନା ନିକଟସ୍ଥ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଉପରେ ଥିବା ବିଜୁ ପଟ୍ଟନାୟକ ଟାଉନ ହଲ ସାମନାରେ ଆଜି ଭୋର ସମୟରେ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡି... Read More
ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥରେ ଆଉ ଏକ ଲୁଟ୍ । ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପରୁ ଦୁର୍ବୁତ୍ତମାନେ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଗତ... Read More
ଖୋର୍ଦ୍ଧା : ଗୋମାଂସ ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଭୋର ସମୟରେ କଲିକତାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ କଣ୍ଟେନରରେ ୨୪ ଟନ୍ ଗୋମାଂସ ଚାଲାଣ ହେଉଥିଲା । ଏ... Read More
ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା କାୟା ମେଲାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।ଏହାସାଙ୍ଗକୁ ରାଜ୍ୟରେ ଆତଙ୍କ ଖେଳାଇଛି ଓମିକ୍ରନ୍। ଅଚାନକ୍ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା... Read More
ଖୋର୍ଦ୍ଧା : କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ପୁଣି ଧରାପଡ଼ିଲା ବାଘଛାଲ ବେପାରୀ । କଲରାପତରିଆ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବନ୍ଧା ହେଲେ ଖୋର୍ଦ୍ଧାର ରତ୍ନାକର । ସୂଚନା ଯେ, ଖୋର୍ଦ୍ଧା ଜିଲା... Read More
