ଖୋର୍ଦ୍ଧା

ଭୁବନେଶ୍ୱର : ଆଠଗଡ଼ର ପୂର୍ବତନ ବିଧାୟିକା ତଥା ଗଡ଼ଜାତ ତିଗିରିଆର ପରଲୋଗତ ରାଣୀ ରାସମଂଜରୀ ଦେବୀଙ୍କ ବିୟୋଗରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ... Read More
ଭୁବନେଶ୍ୱର : ପୂର୍ବତନ ବିଧାୟକ ରାସମଂଜରୀ ଦେବୀଙ୍କ ବିୟୋଗରେ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ ହୋଇଛି ।ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଶୋକ ପ୍ରସ୍ତାବ ଆଗତ କରିବାକୁ ଗୃହର... Read More
ଭୁବନେଶ୍ୱର : ତିଗିରିଆ ଗଡ଼ଜାତର ପୂର୍ବତନ ରାଣୀ ରାସମଞ୍ଜରୀ ଦେବୀଙ୍କର ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରିଛନ୍ତି ; ଆଠଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ତଥା... Read More
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ରତ୍ନ ନାନାଜୀ ଦେଶମୁଖଙ୍କୁ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଦେଇଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ ଗ୍ରାମୋଦୟ ଦ୍ୱାରା ରାଷ୍ଟ୍ରୋଦୟର ମାର୍ଗ ଦେଖାଇଥିବା ରାଷ୍ଟ୍ର... Read More
ଭୁବନେଶ୍ୱର : ଓଡ଼ିଶାର ତିନିଟି ଜିଲ୍ଲାରେ ସୁନା ଖଣି ରହିଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି,... Read More
ଭୁବନେଶ୍ୱର : ରାଜ୍ୟରେ ବ୍ରିଟିଶ ଅମଳର ୧୭ଟି ବ୍ରିଜ ରହିଛି । ସେଗୁଡ଼ିକରେ ଏବେ ପ୍ରାୟତଃ ଲୋକେ ଚଳପ୍ରଚଳ କରୁ ନାହାନ୍ତି । ସେଗୁଡ଼ିକୁ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ନିର୍ମାଣ ବିଭାଗ... Read More
ଭୁବନେଶ୍ୱର : ବର୍ତମାନ ପର୍ଯ୍ୟନ୍ତ ୩୦ଟି ବେଆଇନ ଆର୍ôଥକ ପ୍ରତିଷ୍ଠାନର ସମ୍ପତି ଜବତ କରାଯିବା ସହ ଜବତ ସମ୍ପତିର ବିକ୍ରିଲବ୍ଧ ଅର୍ଥକୁ କ୍ଷୁଦ୍ର ଜମାକାରୀଙ୍କ ଫେରସ୍ତ କରାଯାଇଛି । ସୋମବାର ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ... Read More
ଖୋର୍ଦ୍ଧା : ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବାବା ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ବାଘମାରୀ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ... Read More
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ଦ୍ୱିତୀୟ ଥର ବିବାହ କରିଛନ୍ତି । ଶ୍ରୀ ମିଶ୍ର ଜଣେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ... Read More

Categories