ବାଲେଶ୍ୱର

ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ. ତପନ କୁମାର ବେହେରା... Read More
ବାଲେଶ୍ୱର : ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଆସି ରାଜ୍ୟ ପୂର୍ତ୍ତ, ଶିଳ୍ପ ଓ ଷ୍ଟିଲ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ ସହ କାର୍ଯ୍ୟର ଗୁଣବତ୍ତା ନେଇ... Read More
ବାଲେଶ୍ୱର : ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା (ଟିବି) ରୋଗୀଙ୍କ ନିମନ୍ତେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପୁଷ୍ଟିକର ଆହାର ଯୋଗାଣ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ... Read More
ଜଳେଶ୍ୱର : ଗତ ୧୨ ତାରିଖ ସଂଧ୍ୟାରେ ଜଳେଶ୍ୱର ଥାନା ପରିସରରେ ଜଳେଶ୍ୱର ଆଇଆଇସି ବିଜେପି ନଗର ସଭାପତିଙ୍କୁ ଅପମାନ ସୂଚକ ମନ୍ତବ୍ୟ ରଖିଥିବାରୁ ଆଜି ବିଜେପି ପକ୍ଷରୁ ଏହାକୁ ପ୍ରତିବାଦ ସ୍ୱରୁପ ଜଳେଶ୍ୱର... Read More
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭାଗୃହ ମଧ୍ୟରେ ବୁଧବାର ବାଲିଆପାଳ ପଞ୍ଚାୟତ ସମିତିର ତୃତୀୟ ବୈଠକ ହୋ-ହଲ୍ଲା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗୃହ ଆରମ୍ଭରେ ପ୍ରଥମେ ଖାଉଟି ଓ ଯୋଗାଣ... Read More
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଠାରେ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ବର୍ଗର ଖୋ-ଖୋ ଖେଳ ବୁଧବାର ଉଦ୍‌ଘାଟିତ ହୋଇଛି । ଏଥିରେ ପୂର୍ବ ଭାରତର ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ... Read More
ବାଲେଶ୍ୱର : ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ବାଲେଶ୍ୱର ଜିଲା କମିଟି ତରଫରୁ ଏକ ଶୋଭାଯାତ୍ରା ବାଲେଶ୍ୱର ରେଲ୍‌ୱେ ଷ୍ଟେସନ ନିକଟରୁ ବାହାରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ôଚବା ପରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ... Read More
ବାଲେଶ୍ୱର : ବାଲେଶ୍ୱର ସ୍ଥିତ ଚିଟ୍‌ଫଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ ଦାସ ଏମସ୍ ମାର୍କେଟିଂ ଠକ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଦିବ୍ୟ କେଶରୀ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବୁଧବାର ଉକ୍ତ ମାମଲାର... Read More
ନୀଳଗିରି : ଆଜିବି ବଞ୍ଚି ରହିଛି ମାନବିକତା । ମାନବ ସେବା ହିଁ ମାଧବ ସେବା । ସେବା ହେଉଛି ମଣିଷର ପରମ ଧର୍ମ । ଅସହାୟ ପୋକ ସାଲୁବାଲୁ ହୋଇ ଶୀତ କାକରରେ... Read More
ଖଇରା : ବାଲେଶ୍ବର ଜିଲା ଖଇରାବ୍ଲକ ସ୍ତରୀୟ ବିଜ୍ଞାନ ମେଳା କୁପାରୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସର ରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ତଥା ମେଳା କମିଟି ସଭାପତି ଗୋଲକ... Read More

Categories