ଲାଞ୍ଚ ନେଇ ଧରା ପଡିଲେ ଶୁଳିଆପଦା ରାଜସ୍ୱ ପର୍ଯବେକ୍ଷକ
ଭୁବନେଶ୍ୱର : ଶୁଳିଆପଦା ରାଜସ୍ୱ ପର୍ଯବେକ୍ଷକ ସଞ୍ଜୟ କୁମାର ପାଢୀ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଦୃଷ୍ଟିବାଧିତ ଦମ୍ପତିଙ୍କ ବିବାହ ସରକାରୀ ସହାୟତା ରାଶି ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ ନେଇ ୨୫୦୦ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ଧରିଥିଲେ । ବାଲେଶ୍ୱର ଭିଜିଲାନ୍ସ ବିଭାଗ ନିକଟରେ ଏନେଇ ପୂର୍ବରୁ ଅଭିଯୋଗ ହୋଇଥିଲା ।
