କଟକ ଯୋବ୍ରା ନିକଟରୁ ହାତୀର ମୃତଦେହ ଠାବ September 28, 2022 କଟକ : ମହାନଦୀରେ ଗଲା ହାତୀର ଜୀବନ । ନଦୀ ପାର ବେଳେ ଭାସିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯୋବ୍ରା ନିକଟରେ ହାତୀର ମୃତଦେହ ଠାବ ହୋଇଛି । ଗେଟ୍ ଖୋଲିବା ପରେ ମୃତ ଦେହ ଭାସିଯାଇଥିବା ସୂଚନା ମିଳିଛି । ବନବିଭାଗ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛନ୍ତି । Post Views: 2,497 Spread the love Tags: Cuttack Elephant Jobra Continue Reading Previous: ଜଗତପୁରରେ ହାତୀପଲଙ୍କ ଉପଦ୍ରବ, ଆକ୍ରମଣରେ ବୃଦ୍ଧା ଓ ବୃଦ୍ଧ ମୃତNext: ସ୍ୱଚ୍ଛ, ସବୁଜ ଓ ଗହଳିମୁକ୍ତ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଲଗାଣ ବର୍ଷା ପରେ ଟ୍ବିନ୍ ସିଟିରେ ଘନ କୁହୁଡି, ଯାତାୟାତ ବାଧାପ୍ରାପ୍ତ କଟକ ଭୁବନେଶ୍ୱର ରାଜ୍ୟ ଲଗାଣ ବର୍ଷା ପରେ ଟ୍ବିନ୍ ସିଟିରେ ଘନ କୁହୁଡି, ଯାତାୟାତ ବାଧାପ୍ରାପ୍ତ March 21, 2024 ଷ୍ଟ୍ରିଟ୍ କ୍ରାଇମ ରୋକିବା ପାଇଁ ଜାରି ହେଲା ନୂଆ ହେଲ୍ପ ଲାଇନ ନମ୍ବର, ୧୫ ମିନିଟ୍ ଭିତରେ ଯୋଗାଯୋଗ କରିବ ପୋଲିସ କଟକ ଷ୍ଟ୍ରିଟ୍ କ୍ରାଇମ ରୋକିବା ପାଇଁ ଜାରି ହେଲା ନୂଆ ହେଲ୍ପ ଲାଇନ ନମ୍ବର, ୧୫ ମିନିଟ୍ ଭିତରେ ଯୋଗାଯୋଗ କରିବ ପୋଲିସ February 19, 2024 ଓଲଟିଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ କଟକ ଓଲଟିଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ February 14, 2024 ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି, ଶପଥ ପାଠ କରାଇଲେ ରାଜ୍ୟପାଳ କଟକ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି, ଶପଥ ପାଠ କରାଇଲେ ରାଜ୍ୟପାଳ February 7, 2024 ଟ୍ବିନ୍ ସିଟିରେ ଘନ କୁହୁଡ଼ିର ଆସ୍ତରଣ, ଯାତାୟତ ପ୍ରଭାବିତ କଟକ ଭୁବନେଶ୍ୱର ରାଜ୍ୟ ଟ୍ବିନ୍ ସିଟିରେ ଘନ କୁହୁଡ଼ିର ଆସ୍ତରଣ, ଯାତାୟତ ପ୍ରଭାବିତ January 18, 2024 ଭୋଜିରୁ ଫେରିବା ବେଳେ ଗଛରେ ପିଟି ହେଲା କାର : ଜଣେ ମୃତ, ଜଣେ ଗୁରୁତର କଟକ ଭୋଜିରୁ ଫେରିବା ବେଳେ ଗଛରେ ପିଟି ହେଲା କାର : ଜଣେ ମୃତ, ଜଣେ ଗୁରୁତର December 11, 2023