କଟକ : ବାରବାଟୀରେ ଆସନ୍ତା କାଲି ହକି ବିଶ୍ୱକପ୍ ଉଦଘାଟନୀ ଉପଲକ୍ଷେ ସହରର ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଦିନ ୨ଟାରୁ ସ୍କୁଲ ଓ କଲେଜଗୁଡିକ ଛୁଟି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏନେଇ ଆଜି ବିଧିବଦ୍ଧ ଭାବେ ଛୁଟି ଘୋଷଣା କରିଛନ୍ତି ।
Post Views: 32,743