ବାରସର ସେବାସମବାୟ ସମିତିରେ ମଣ୍ଡି ଉଦ୍ଘାଟିତ
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବାରସର ସେବା ସମବାୟ ସମିତିରେ ବୁଧବାର ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ସଭାପତି ମାନସ ରଞ୍ଜନ ନାୟକ,ସ ମ୍ପାଦିକା ସତ୍ୟଭାମା ବିଶ୍ୱାଳ, ସରପଞ୍ଚ ଚକ୍ରଧର ଦାସ, ପୂର୍ବତନ ସରପଞ୍ଚ ମାନସ ରଂଜନ ସାହୁ, ଧାନ କ୍ରୟ କମିଟି ସଭ୍ୟ ନୃସିଂହ ଚରଣ ମହାକୁଡ଼, ପ୍ରଦୀପ ମିଶ୍ର, ଉପେନ୍ଦ୍ର ବାରିକ, ଦୋଳଗୋବିନ୍ଦ ଦାସ, ବସନ୍ତ କୁମାର ସାହୁ, ଦୀନବନ୍ଧୁ ମହାକୁଡ଼, ଚକ୍ରଧର ନାୟକ, ବୋର୍ଡ ସଦସ୍ୟ ଅଭିମନ୍ୟୁ ଦାସ, ନନ୍ଦକିଶୋର ଦାସ, ସୁରେଶ କୁମାର ଦାସ, ବିଜୟ ବାରିକ, ଚାଷୀ ଗୋପୀନାଥ ବାରିକ, ଶାନ୍ତନୁ କୁମାର ଦାସ, ଲମ୍ବୋଧର ବିଶ୍ୱାଳ, ଅକ୍ଷୟ କୁମାର ନାୟକ, ବାଇଧର ନାୟକ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ଆନନ୍ଦ ନାୟକ, ନାରାୟଣ ଚନ୍ଦ୍ର ବାରିକ, ପ୍ରକାଶ ବାରିକ, ଅଲେଖ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ । କର୍ମଚାରୀ ପ୍ରଫୁଲ୍ଲ ବଳ ଓ ଶଶୀକାନ୍ତ ବିଶ୍ୱାଳ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମବାୟ ସମିତିରେ ୮୪୭ ଚାଷୀ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭୬୧୦ କୁଇଣ୍ଟାଲ ଧାନ କ୍ରୟ କରାଯିବ ବୋଲି ଜଣାପଡ଼ିଛି ।
