ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁରୁବାରଠାରୁ ଜଳ ଭିଜନ ୨୦୪୭ ବିଷୟବସ୍ତୁ ଉପରେ ଦୁଇ ଦିନିଆ ପ୍ରଥମ ଅଲ ଇଣ୍ଡିଆ ରାଜ୍ୟ ମନ୍ତ୍ରୀଙ୍କ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି । ଏହି ଅବସରରେ... Read More
Year: 2023
ପୁନେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଟି-୨୦ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।... Read More
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିରେ ଶେଷ ହେବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାଶିଷ... Read More
ଭୁବନେଶ୍ୱର : ବିଜେବି କଲେଜରେ +୨ ଛାତ୍ରଙ୍କୁ ମାରପିଟ୍ ଘଟଣାରେ ସମ୍ପୃକ୍ତ ୪ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ନିଲମ୍ବନ କରାଯାଇଛି । ପରୀକ୍ଷା ଯାଏଁ ସମ୍ପୃକ୍ତ ୪ ଛାତ୍ର କଲେଜ କ୍ୟାମ୍ପସ୍ ଆସିପାରିବେନି ବୋଲି... Read More
କେନ୍ଦ୍ରାପଡ଼ା : ମହିଳା ଜଣଙ୍କ କେନ୍ଦ୍ରାପଡ଼ା କୋର୍ଟ ଥିବା ତାରିଖରେ ଆସିଥିବା ବେଳେ ଘଟିଥିଲା ଏପରି କାଣ୍ଡ! ଅଭିଯୋଗ ଅନୁଯାଇ ରାଜନଗର ଥାନା ପୋଲିସ ଅଧିକାରୀ ଜୈନିକ ମହିଳାଙ୍କୁ ଟଣା ଟଣି କରିବାରୁ ମହିଳା... Read More
ସାଲେପୁର : ପୂର୍ବ ମାହାଙ୍ଗାର ଏକମାତ୍ର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାହା ମାହାଙ୍ଗାର ତତ୍କାଳିନ ବିଧାୟକ ସ୍ୱର୍ଗତ ପ୍ରଦୀପ୍ତ ଦାସଙ୍କ ଅମଳରେ ୧୯୭୮-୭୯ ମସିହା ମଧ୍ୟରେ ସ୍ଥାପନ କରାଯାଇଥିଲା । ଯେଉଁ ଡାକ୍ତରଖାନା ଉପରେ... Read More
ସାଲେପୁର : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଅସୁରେଶ୍ୱରଠାରେ ଲୁଣାନଦୀ ଉପରେ ହୋଇଥିବା ଲୁଣାସେତୁର ଦୁଇ ପାଶ୍ୱର୍ରେ ପ୍ରବଳମାତ୍ରାରେ ବାଲି ଗଦା ହୋଇ ରହିଛି । ଦିନରାତି ବେଆଇନଭାବେ ଟ୍ରାକ୍ଟର, ହାଇୱା, ଟ୍ରକ ଯୋଗେ ବାଲି... Read More
ମୟୁରଭଞ୍ଜ : ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ପୋଲିସ ମୟୁରଭଞ୍ଜ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ... Read More
କେନ୍ଦୁଝର : ଚମ୍ପୁଆ ଟାଉନ ହଲ ଠାରେ ଆର୍ତବନ୍ଧୁ ବିଶ୍ୱାଳ ଙ୍କ ସଭାପତିତ୍ୱରେ ପାୱାର ଏମ୍ପେ୍ଲାୟୀଜ ଯୋଡ଼ା ଶାଖାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସଭାରେ ଆନୁଷ୍ଠାନିକ ଭାବେ... Read More
କେନ୍ଦୁଝର : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମଂଚସ୍ଥ ନାଟକ ସମୟର ଶୋକ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛି ଚନ୍ଦ୍ରଭାଗା... Read More
