ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅନ୍ତର୍ଗତ ଜକେଇକଳା ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀପଲ ଗତ ରାତିରେ ଗାଁ ଭିତରକୁ ପଶି ଆସିବା ସହ ୫ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଛନ୍ତି । ଘଟଣାରେ ଉତ୍ୟେକ୍ତ ଗ୍ରାମବାସୀ ସେଠାରେ ରାସ୍ତାରୋକ କରିବା ସହ କ୍ଷତିପୂରଣ ଦାବିରେ ରେଞ୍ଜର ଓ ଫରେଷ୍ଟରଙ୍କୁ ଅଟକ ରଖିଛନ୍ତି ।
Post Views: 34,366