ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର : ଆଜି ରାଜୀବ ଭବନରେ ଆରମ୍ଭ ହୋଇଯାଇଛି ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଯାଇଥିବା ବେଳେ କମିଟି ଗଠନ ପରେ ଏହା ପ୍ରଥମ ବୈଠକ ।
ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବୈଠକରେ ଆଲୋଚନା ହେବା ସହ ପଶ୍ଚିମ ଓଡିଶା ବିକାଶ ପରିଷଦର ଖର୍ଚ୍ଚ ପାଣ୍ଠି ଉପରେ ଆଲୋଚନା ହେବ । ଡବ୍ଲୁଓଡିସିର ଅନେକ ସଦସ୍ୟ ଏହି ଆଲୋଚନାରେ ଉପସ୍ଥିତ ଅଛନ୍ତି।
