ଚାଇବାସାରେ ନକ୍ସଲ ଆକ୍ରମଣରେ ଆହତ ହୋଇଥିବା ତିନି ଜବାନଙ୍କୁ ଏୟାର ଲିଫ୍ଟ କରି ପଠାଗଲା ଦିଲ୍ଲୀ
ରାଂଚି : ପଶ୍ଚିମ ସିଂହଭୂମି ଚାଇବ।।ସାରେ ହୋଇଥିବା ଲ୍ୟାଣ୍ଡ ମାଇନ ବ୍ଲାଷ୍ଟରେ ଆହତ ହୋଇଥିବା ତିନି ଜବାନଙ୍କୁ ଶୁକ୍ରବାର ଦିନ ଏୟାର ଲିଫ୍ଟଦ୍ୱାରା ଦିଲ୍ଲୀ ପଠାଯାଇଛି । ମୋଡିକା ହସ୍ପିଟାଲ ପରିଚାଳକ ଅନୁଯାୟୀ ୩ ଜଣ ଜବାନଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ଥିଲା , ଯେଉଁମାନଙ୍କୁ ଦିଲ୍ଲୀ ପଠାଯାଇଛି । ଆହତ ମାନଙ୍କ ମଧ୍ୟରେ ଅଛନ୍ତି ଶାହରୁଖ ଖାନ, ଭରତ ସିଂହ ରାୟ ଓ ଅଜୟ ଲିଂଡା । ଏମାନଙ୍କୁ ହସ୍ପିଟାଲରୁ ଗ୍ରୀନ କରିଡର ତିଆରିକରି ଭଗବାନ ବିର୍ଶାମୁଣ୍ଡା ଏଆରପୋର୍ଟ ରେ ପହଂଚାଇ ଦିଆଯାଇଛି ।
