ଅଖା ଭିତରୁ ମିଳିଲା ଶିଶୁ ପୁତ୍ରର ମୃତ ଦେହ
ଖଣ୍ଡଗିରି : ଅଖା ଭିତରୁ ମିଳିଲା ଶିଶୁ ପୁତ୍ରର ମୃତ ଦେହ । ବାପା-ମା ଜରି ବ୍ୟାଗରେ ଭର୍ତ୍ତି କରି ନେଉଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଖଣ୍ଡଗିରି ଛକ ନିକଟରେ ମୃତ ଦେହ ଉଦ୍ଧାର ।
ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଲୋକେ ତାଙ୍କୁ ପିଟିଛନ୍ତି। ତେବେ ପରିବାର ଲୋକେ କହିଛନ୍ତି ଯେ ମୃତଦେହକୁ ଶବସଂସ୍କାର ପାଇଁ ନେଉଥିଲେ। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।
