କୋଣାର୍କ : ନବବଧୂ ମୃତ୍ୟୁକୁ ନେଇ ଉତ୍ତେଜନା । ବାପଘର ଲୋକଙ୍କ ରାସ୍ତାରୋକ । ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସକୁ ଆଳସାହି ଛକରେ ଅଟକାଇଲେ । ଶାଶୁଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି । ସୂଚନା ଯେ, ଗତ ରବିବାର ଅସ୍ତରଙ୍ଗ ଆଳସାହିରେ ନବବଧୂ ବିଷକ୍ରିୟା ଯୋଗୁ ଗୁରୁତର ହୋଇଥିଲେ ।
Post Views: 3,336