ସହରାଂଚଳରେ ବୈଦତୁକ ବର୍ଜ୍ୟ ସଂଗ୍ରହ : ସଦୁପଯୋଗ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ ରାଜ୍ୟ ସହରାଂଚଳରେ ବୈଦତୁକ ବର୍ଜ୍ୟ ସଂଗ୍ରହ : ସଦୁପଯୋଗ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ September 17, 2021 ଭୁୁବନେଶ୍ୱର : ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ସମସ୍ତ ସହରାଂଚଳରେ ବୈଦୁତିକ-ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି । ରାଜ୍ୟର ୧୧୪ ଟି ସହରାଂଚଳରେ ପ୍ରତି ସପ୍ତାହ ଶନିବାର ଦିନ ବୈଦୁତିକ-ବର୍ଜ୍ୟ ଏବଂ ବାସଗୃହ... Read More