ପୋଖରୀରେ ବୁଡି ଦୁଇ ନାବାଳିକା ମୃତ ମାଲକାନଗିରି ପୋଖରୀରେ ବୁଡି ଦୁଇ ନାବାଳିକା ମୃତ February 24, 2022 ମାଲକାନଗିରି : ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଗଲେ ୨ ଶିଶୁ କନ୍ୟା। ଏପରି ଅଭାବନୀୟ ଘଟିଛି ମାଲକାନଗିରି ଥାନା ଅଂଚଳରେ । ମୃତା ଶିଶୁଦ୍ୱୟ ହେଲେ ଆରସି ହାଲଵା ଓ ନନ୍ଦିନୀ ହାଲଵା ।... Read More