ଟି-୨୦ରେ ନୂଆ କୀର୍ତ୍ତିମାନ ! ୭୭ ବଲରେ ଅପରାଜିତ ୨୦୫ ରନ ମାରିଲେ ଏହି ଖେଳାଳି ଖେଳ ଟି-୨୦ରେ ନୂଆ କୀର୍ତ୍ତିମାନ ! ୭୭ ବଲରେ ଅପରାଜିତ ୨୦୫ ରନ ମାରିଲେ ଏହି ଖେଳାଳି October 7, 2022 ୱାଶିଂଟନ : ପଡିଆରେ ରନ ବର୍ଷା । ଦେଖିବାକୁ ମିଳିଲା ବିସ୍ଫୋରକ ବ୍ୟାଟିଂ। ପ୍ରତିଟି ବଲ ବାଉଣ୍ଡ୍ରି ପାର। କେବଳ ଚୌକା ଓ ଛକାର ବର୍ଷା। ଟି-୨୦ କ୍ରିକେଟରେ ଏମିତି ରେକର୍ଡ କରିଛନ୍ତି ୱେଷ୍ଟଇଣ୍ଡିଜର... Read More