ଆଜିଠୁ ବିନା କଟକଣାରେ ଶ୍ରୀଜିଉଙ୍କ ଦର୍ଶନ ପୁରୀ ଆଜିଠୁ ବିନା କଟକଣାରେ ଶ୍ରୀଜିଉଙ୍କ ଦର୍ଶନ February 21, 2022 ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଟିଲା କଟକଣା । ଦୁଇବର୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଉ ଲାଗିବନି କୋଭିଡ୍... Read More