କମିସନରେଟ୍ ପୋଲିସର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ! ଅପରାଧୀଙ୍କୁ ସାବାଡ୍ ପାଇଁ ଆଜିଠୁ ପ୍ରତି ରବିବାର ଜେଲ୍ ପରେଡ୍ ଭୁବନେଶ୍ୱର କମିସନରେଟ୍ ପୋଲିସର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ! ଅପରାଧୀଙ୍କୁ ସାବାଡ୍ ପାଇଁ ଆଜିଠୁ ପ୍ରତି ରବିବାର ଜେଲ୍ ପରେଡ୍ July 10, 2022 ଭୁବନେଶ୍ୱର : ଅପରାଧୀଙ୍କୁ ସାବାଡ୍ କରିବା ପାଇଁ କମିସନରେଟ୍ ପୁଲିସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ବିଶେଷ କରି ଜାମିନ୍ରେ ଆସି ବାରମ୍ବାର ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧି ଉପରେ... Read More