ଉଗାଣ୍ଡାରେ ସିରିଏଲ ବିସ୍ଫୋରଣ : ୨ ମୃତ, ଖେଳାଳି ସୁରକ୍ଷିତ ଦେଶ-ବିଦେଶ ଉଗାଣ୍ଡାରେ ସିରିଏଲ ବିସ୍ଫୋରଣ : ୨ ମୃତ, ଖେଳାଳି ସୁରକ୍ଷିତ November 17, 2021 କାମ୍ପଲା : ସିରିଏଲ ବିସ୍ଫୋରଣରେ କମ୍ପି ଉଠିଛି ଆଫ୍ରିକୀୟ ଦେଶ ଉଗାଣ୍ଡା। ଦେଶର ରାଜଧାନୀ କାମ୍ପାଲା ଠାରେ ଅବସ୍ଥିତ ସଂସଦ ଭବନ ନିକଟରେ ହୋଇଥିବା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯେଉଁଠାରେ ଏହି... Read More